Odia News Portal

ମେଲବର୍ଣ୍ଣରେ ରାହାଣେଙ୍କ ଦମଦାର ଶତକ

ମେଲବର୍ଣ୍ଣରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଚର ପ୍ରଥମ ଇନିଂସରେ ଅଧିନାୟକ ଆଜିଙ୍କ୍ୟ ରାହାଣେ ଆକର୍ଷଣୀୟ ଶତକ । ସେ ତାଙ୍କ ଟେଷ୍ଟ କ୍ୟାରିଅରରେ ୧୨ତମ ଶତକ ଲଗାଇଛନ୍ତି । ସେ ଆକର୍ଷଣୀୟ ବ୍ୟାଟିଂ କରି ଶତକ ଅର୍ଜନ କରିଥିଲେ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୫…

ମାଛ ମରାକୁ କେନ୍ଦ୍ରକରି ବୋମାମାଡ,୨ ଗୁରୁତର

ପିପିଲି: ମାଛ ମରାକୁ କେନ୍ଦ୍ରକରି ୨ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ବୋମାମାଡ ଘଟି ୨ ଗୁରୁତର ଆହତ ହୋଇ ଚିକତ୍ସା ପାଇଁ ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି । ଘଟଣା ଘଟିଛି ପୁରୀ ଜିଲ୍ଲା କଣାସ ନିକଟବର୍ତ୍ତୀ ଦୟା ନଦୀ କୂଳରେ । ଦୟା ନଦୀ କୂଳରେ ମାଛ ଧରାକୁ କେନ୍ଦ୍ରକରି ଜାଗୁଳାଇପଦର ଓ…

ହେଲମେଟ୍ ନଥିବାରୁ ଫାଇନ ଗଣିଲେ ସାଂସଦ

ରାୟଗଡା: ହେଲମେଟ୍ ନ ପିନ୍ଧି ଫାଇନ ଗଣିଛନ୍ତି ବିଜେଡି ରାଜ୍ୟସାଭ ସାଂସଦ ଏନ୍. ଭାସ୍କର ରାଓ | ଗତକାଲି ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ରାୟଗଡ଼ାରେ ଏକ ବାଇକ୍ ରାଲି ଆୟୋଜନ କରାଯାଇଥିଲା। ରାଲିରେ ରାଜ୍ୟସଭା ସାଂସଦ ଏନ୍.ଭାସ୍କର ରାଓ ମଧ୍ୟ କର୍ମୀଙ୍କ ଉତ୍ସାହ ବଢ଼ାଇବା ପାଇଁ ବାଇକରେ…

୨ ବ୍ରିଟେନ ଫେରନ୍ତା ପଜିଟିଭ

ଭୁବନେଶ୍ୱରକୁ ଫେରିଥିବା ୨୦ଜଣ ବ୍ରିଟେନ ଫେରନ୍ତା ପରିବାରଙ୍କ ମଧ୍ୟରୁ ୨ଟି ପରିବାର ରେ କରୋନା ପଜିଟିଭ ଥିବା ଜଣ ପଡିଛି | ଅନ୍ୟ ମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପୁନେକୁ ପଠାଯାଇଛି | ଦୁଇଟି ପରିବାରକୁ ଛାଡି ଅନ୍ୟମାନଙ୍କ ପାଖରେ କୌଣସି ସମସ୍ୟା ଦେଖାଯାଇନାହିଁ ବୋଲି କହିଛନ୍ତି…

ବଢ଼ିଲା ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ସମୟ ସୀମା

ଭୁବନେଶ୍ୱର:ରାଜ୍ୟ ସରକାର ଲର୍ଣ୍ଣର ଲାଇସେନ୍ସ ସମୟ ସୀମା କୁ ବୃଦ୍ଧି କରିଛନ୍ତି | ଯେଉଁ ଲର୍ଣ୍ଣର ଲାଇସେନ୍ସର ସମୟ ସୀମା ୨୦୨୦ ଡିସେମ୍ବର ୩୧ ତାରିଖରେ ଶେଷ ହେଉଥିଲା ତାର ସମୟ ସୀମା |ଆଉ 3 ମାସ ଅର୍ଥାତ ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ସମୟସୀମା ବୃଦ୍ଧି…

ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ଶେଷ ମନ୍ କୀ ବାତ୍‌ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ଆତ୍ମନିର୍ଭର ଭାରତ ଉପରେ ଫୋକସ କରିଛନ୍ତି । ମୋଦୀ କହିଛନ୍ତି ଯେ, ଦେଶରେ ନୂଆ ସାମର୍ଥ୍ୟ ସୃଷ୍ଟି ହେଉଛି । ଏହା ହେଉଛି ଆତ୍ମନିର୍ଭରତା । ଦେଶରେ ଉତ୍ପାଦିତ…

୫୫ ବର୍ଷରେ ପାଦ ଥାପିଲେ ସୁପରଷ୍ଟାର ସଲମାନ୍ ଖାନ୍

ଆଜି ହେଉଛି ବଲିଉଡର ଶାନ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ଜନ୍ମଦିନ । ସଲମାନ୍ ଆଜି ତାଙ୍କର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି । ପ୍ରାୟ ୩୦ ବର୍ଷରୁ ଅଧିକ ସମୟ ହେବ ସଲମାନ୍ ବଲିଉଡ୍ ରେ ରାଜ୍ କରୁଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ପ୍ରତିବର୍ଷ ତାଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ସମ୍ମୁଖରେ…

ଥରିବ ଓଡ଼ିଶା: ରାଜ୍ୟରେ ଆହୁରି ବଢ଼ିବ ଶୀତ

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡିଶା । ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆହୁରି ଶୀତ ବଢିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ବିଶେଷକରି ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୨- ୩ ଡିଗ୍ରୀ କମିବ । ରାଜ୍ୟର କିଛି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର…

ରାଜ୍ୟରେ ଆଉ ୪ ଜଣଙ୍କର ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୁଣ୍ଡ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୬୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ…

ରାଜ୍ୟରେ ଆଉ ୩୦୩ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୮୫୦୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ…