କିଛି ସପ୍ତାହ ପରେ କରୋନା ଟିକା
ନୂଆଦିଲ୍ଲୀ() ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବାକୁ ଯାଉଛି । ସମଗ୍ର ମାନବ ଜାତି ପାଇଁ ବିପଦ ସାଜିଥିବା କରୋନା ଭାଇରସର ଟିକା ଆଉ କିଛି ସପ୍ତାହ ପରେ ଆସିଯିବ । ଏନେଇ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଟିକା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ…
