Odia News Portal

ମଣ୍ଡି ଖୋଲିଲା କିନ୍ତୁ ଉଠିଲାନି ଧାନ

ଇସ୍ପାତ ସହରରେ ୧୬ ଦଫା ଦାବିରେ ଗର୍ଜିଲେ ଚାଷୀ । ବିଶାଳ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳ ଅଫିସ ଘେରାଓ। ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ୩୫୦୦ ଟଙ୍କାକୁ ବୃଦ୍ଧି,  ସମସ୍ତ ଚାଷୀଙ୍କ କୃଷି ଋଣ ଛାଡ଼, ମଣ୍ଡିରେ କଟନି ଛଟନିକୁ ବନ୍ଦ କରାଯାଉ, କୃଷି ଜାତ ଦ୍ରବ୍ୟ, କୃଷି ଯନ୍ତ୍ରପାତି ଓ କୃଷି

‘ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା’ରେ ଯୋଗଦେବେ ସିଙ୍ଗାପୁର ରାଷ୍ଟ୍ରପତି

ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନଗୁମରତ୍ନମ ଆସନ୍ତା ବର୍ଷ ଜାନୁଆରିରେ ଓଡ଼ିଶା ଆସିବେ। ରାଷ୍ଟ୍ରପତି ଶ୍ରୀ ସନଗୁମରତ୍ନମଙ୍କ ଓଡ଼ିଶା ଗସ୍ତ ନେଇ ସିଙ୍ଗାପୁର ହାଇକମିସନର ସିମୋନ୍‌ ୱଙ୍ଗ୍‌ ଆଜି ଲୋକସେବା ଭବନରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ୱଙ୍ଗ୍‌ କହିଛନ୍ତି ଯେ, ଭାରତ ଗସ୍ତ ଅବସରରେ

ଲାଞ୍ଚ ନେବା ପଡ଼ିଲା ମହଙ୍ଗା; କନିଷ୍ଠ କିରାଣିଙ୍କୁ ବାନ୍ଧିଲା ଭିଜିଲାନ୍ସ

କନିଷ୍ଠ କିରାଣିଙ୍କୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର ଅଫିସ କନିଷ୍ଠ କିରାଣି ଦେବଜାନି କରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଦେବଜାନିଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।

୩ ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍

୩ ଜଣ ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଖଇରାମୁଣ୍ଡା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ଅନ୍ତର୍ଗତ ନାଉପାଳକାଟେଣୀ ଗାଁର ସାଗର

ଆସନ୍ତା ମାସରେ ଆରମ୍ଭ ହେବ ହେବ ପକ୍ଷୀ ଗଣନା.: ମନ୍ତ୍ରୀ

ଓଡ଼ିଶାରେ ଆସନ୍ତା ମାସରେ ଆରମ୍ଭ ହେବ ହେବ ପକ୍ଷୀ ଗଣନା। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ସେ କହିଛନ୍ତି, ନଭେମ୍ବର ସୁଦ୍ଧା ଓଡ଼ିଶା ଆସିଛନ୍ତି ୪ ଲକ୍ଷ ୯୪ ହଜାର ୩୬୬ ସଂଖ୍ୟକ ବିଦେଶାଗତ ପକ୍ଷୀ। ଏଥିମଧ୍ୟରୁୁ କେବଳ ନଳବଣକୁ ୨

କାହା କଥାରେ ପଡ଼ି ରାସ୍ତାରେ ଗଡ଼ିବାର ଆବଶ୍ୟକତା ନାହିଁ: ପ୍ରଭାତୀ ପରିଡ଼ା

ମିଶନ ଶକ୍ତିକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ମିଶନ ଶକ୍ତିର ମହିଳାଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ। ଗତକାଲି ଏହି ପ୍ରସଙ୍ଗରେ ଗୃହରେ ଚର୍ଚ୍ଚା ହୋଇଛି। କାହା କଥାରେ ପଡ଼ି ରାସ୍ତାରେ ଗଡ଼ିବା ଆବଶ୍ୟକତା ନାହିଁ । ମହିଳାଙ୍କ

ସରକାରଙ୍କୁ କଡା ନିନ୍ଦା କଲେ ନବୀନ ; କହିଲେ , ମିଶନଶକ୍ତି ମହିଳାଙ୍କ ଦରମା ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି ସରକାର

ମିଶନଶକ୍ତି ମହିଳାଙ୍କ ଆନ୍ଦୋଳନକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ନବୀନ ପଟ୍ଟନାୟକ। । ମିଶନ ଶକ୍ତି ମହିଳା  ଓ ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଏଲଏସପିମାନେ ସେମାନଙ୍କ ନାର୍ୟ୍ୟ ଦାବି  ତଥା ୯ ମାସର ଦରମା ପାଇବାକୁ ଦାବି କରି ଲୋୟର

ମହିଳାଙ୍କ ପ୍ରସଙ୍ଗ ନେଇ ବିରୋଧୀ ଦଳ ମୁଖ୍ୟଙ୍କୁ ଟାର୍ଗେଟ କଲେ ଟଙ୍କଧର

ମିଶନ ଶକ୍ତି ମହିଳାଙ୍କୁ ଦରମା ଦେବାକୁ ବିଜେପି ସରକାର ଷଡଯନ୍ତ୍ର କରୁଛନ୍ତି ବୋଲି ନବୀନ ପଟ୍ଟନାୟକ କହିବା ପରେ ଏହାର ଜବାବ ଦେଇଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ। କହିଛନ୍ତି, 'ଅସତ୍ୟ କହିବାର ପରାକାଷ୍ଠା ହେଉଛନ୍ତି ନବୀନ । ସରକାର ମହିଳାମାନଙ୍କ ସହ ଥିଲା ଓ ମହିଳାମାନଙ୍କ ସହ ଅଛି

୧୦ ବର୍ଷରେ ଗଲାଣି ୮୫୭ ହାତୀଙ୍କ ଜୀବନ

ରାଜ୍ୟରେ ବିଭିନ୍ନ କାରଣରୁ ବର୍ଷକୁ ବର୍ଷ ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ତଥ୍ୟ ଅନୁସାରେ, ୧୦ ବର୍ଷରେ ପ୍ରାଣ ହରାଇଲେଣି ୮୫୭ ହାତୀ । ସେଥିମଧ୍ୟରୁ ୩୦୫ ହାତୀ ରୋଗର ଶିକାର ହୋଇ ପ୍ରାଣ ହରାଇଥିବାବେଳେ ୧୪୯ ହାତୀ ବିଦ୍ୟୁତ ଆଘାତରେ ଜୀବନ ହରାଇଛନ୍ତି। ଏହାସହ ଅନ୍ୟ ପ୍ରାକୃତିକ

ମିଶନ ଶକ୍ତି ମହିଳାଙ୍କ ଧାରଣା ପ୍ରସଙ୍ଗ: ବଡ଼ ବୟାନ ଦେଲେ ଉପମୁଖ୍ୟମନ୍ତ୍ରୀ

ବଦଳିଛି ସରକାର, ସରୁନି ଆନ୍ଦୋଳନ। ରାଜ୍ୟରେ ଶାସନଭାର ସମ୍ଭାଳୁଛି ବିଜେପି ସରକାର। ନୂଆ ସରକାର ଲୋକ ମାନଙ୍କ ନୂଆ ଆଶା ହୋଇଥିବାବେଳେ ବିଭିନ୍ନ ଅଭିଯୋଗ ପୁଣି ମୁଣ୍ଡ ଟେକିଲାଣି। କିଛି ଦିନର ବିରତି ପରେ ପୁଣି ଆରମ୍ଭ ହୋଇଛି ଆନ୍ଦୋଳନ। ୯ ମାସ ହେଲା ଦରମା ପାଇନଥିବା ଅଭିଯୋଗରେ ରାଜରାସ୍ତାରେ