ତୁଟିବ କି ମହାନଦୀ ଜଳବିବାଦ ? ଚାଲିଲା ରାଜନୈତିକ ବୟାନବାଜି,ବିରୋଧୀଙ୍କୁ କଡା ଜବାବ ଦେଲେ ସରକାର
ଶନିବାର ବିଶ୍ବ ଜଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ଟ୍ରିପଲ ଇଂଜିନ୍ ସରକାରରେ ଖୁବ୍ ଶୀଘ୍ର ମହାନଦୀ ସମସ୍ୟାର ହେବ ସମାଧାନ । ଏନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ସକାରାତ୍ମକ ଆଲୋଚନା ହୋଇଛି । କୋର୍ଟକୁ ବାଦ୍ ଦେଇ ଆମ ଟ୍ରିପଲ ଇଂଜିନ ସରକାର ଆପୋଷ ଆଲୋଚନା ମାଧ୍ୟମରେ!-->…
