Odia News Portal

ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା !

ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାମାନଙ୍କରେ ବର୍ଷା ସମ୍ଭାବନା। ଅନ୍ୟ ଗୋଟିଏ ଦୁଇଟି ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ । କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟରେ ଘଡ଼ଘଡ଼ି ସହ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ସ୍ବଗୃହୀ ରବିଙ୍କ ପ୍ରଭାବରେ ପ୍ରତ୍ୟେକ ସ୍ତରରେ ଆପଣ ଫଳପ୍ରଦ ଆଲୋଚନା କରିପାରିବେ। ସନ୍ତାନ ହେତୁକ ପ୍ରତ୍ୟେକ ସମସ୍ୟା ନିଶ୍ଚିତ ସୁଧୁରିଯିବ। ଆନୁଷଙ୍ଗିକ ସୁବିଧା ସୁଯୋଗ ଲାଭକରି କର୍ମକ୍ଷେତ୍ରରେ ଲକ୍ଷ୍ୟ ହାସଲରେ କୌଣସି ଅସୁବିଧା ହେବ ନାହିଁ। ରାଜନୈତିକ ଓ ସାଙ୍ଗଠନିକ କାର୍ଯ୍ୟରେ…

ଟାଇମ୍ସ ୱାର୍ଲ୍ଡ ରାଙ୍କିଙ୍ଗରେ ପୁଣି ସୋଆ ସ୍ଥାନିତ

ଭୁବନେଶ୍ୱର() ଟାଇମ୍ସ ହାୟର ଏଡୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କକିକ -୨୦୨୧ରେ ସୋଆ ଡିମ୍ଡ ବିଶ୍ୱବିଦ୍ୟାଳୟ ଲଗାତାର ଦ୍ୱିତୀୟ ଥର ପାଇଁ ୧୦୦୧ ପ୍ଲସ୍ କାଟେଗୋରୀରେ ନିଜ ସ୍ଥାନ ହାସଲ କରିବାରେ ସଫଳତା ହାସଲ କରିଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ୫ଟି ବିସ୍ତୃତ ଦିଗକୁ ନେଇ ଏହି…

ଆଇପିଏଲ୍ ପୂର୍ବରୁ ଜିମ୍ ରେ ନଜର ଆସିଲେ ହିଟମ୍ଯାନ୍ ରୋହିତ

ଅଧିକାଂଶ ଥର ଆଇପିଏଲ୍ ଫ୍ରାଞ୍ଚାଇଜ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଟାଇଟଲ୍ ହାସଲ କରିଛି ‘ମୁମ୍ବାଇ ଇଣ୍ଡିଆନ୍ସ’ (MI)। ଅନ୍ୟପକ୍ଷରେ ମୁମ୍ବାଇକୁ ଆଇପିଏଲର ସବୁଠାରୁ ସଫଳ ଦଳ ଭାବେ ପରିଣତ କରିବା ପଛରେ ସବୁଠାରୁ ବଡ଼ ଅବଦାନ ହେଉଛି ଏମଆଇ ଦଳର ଅଧିନାୟକ ରୋହିତ ଶର୍ମା। ସୂଚନା ମୁତାବକ…

ଭାର୍ଗବୀ ନଦୀରୁ ବିରଳ ପ୍ରଜାତିର ମାଛ ଉଦ୍ଧାର

ପୁରୀ : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧୀନ ଦାମୋଦରପୁର ଗାଁ ନିକଟରେ ଗତକାଲି ଏକ ବିରଳ ମାଛ ଉଦ୍ଧାର ହୋଇଛି । ଏହା ଏକ ବିରଳ ପ୍ରଜାତିର ମାଛ ହୋଇଥିବାରୁ ଏହାକୁ ଦେଖିବା ପାଇଁ ଆଖପାଖର ଲୋକଙ୍କ ଖୁବ ଭିଡ ଜମିବାରେ ଲାଗିଛି । ସୂଚନା ଦେବା ଯୋଗ୍ୟକି, ସେହି ଗାଁର ଜଣେ ଯୁବକ ଭାର୍ଗବୀ ନଦୀକୁ…

ରିୟା ଚକ୍ରବର୍ତ୍ତୀଙ୍କ ଉପରେ ପ୍ରସ୍ତୁତ ହେବ ଫିଲ୍ମ

ମୁମ୍ବାଇ() ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହଙ୍କ ରହସ୍ୟମୟ ମୃତ୍ୟୁର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଠିକ୍‌ ଖୁଲାସା ହୋଇ ନାହିଁ । ବର୍ତ୍ତମାନ ତାଙ୍କ କେସରେ ସିବିଆଇ ତଦନ୍ତ ଚାଲିଥିବା ବେଳେ ସୁଶାନ୍ତଙ୍କ ପରିବାର ଲୋକେ ତାଙ୍କ ପ୍ରେମିକା ରିୟା ଚକ୍ରବତ୍ତିଙ୍କ ଉପରେ ଗମ୍ଭୀର ଆରୋପ…

ରାଜଧାନୀରେ ଖୋଲିଲା ବାର୍ ଓ ରେଷ୍ଟୁରାଣ୍ଟ

ଭୁବନେଶ୍ୱର() ରାଜ୍ୟ ସରକାର ଅନଲକ୍-୪ ଗାଇଡ୍ ଲାଇନ୍ ଜାରି କରିସାରିଛନ୍ତି। ତେବେ ଗାଇଡ୍ ଲାଇନ୍ ଅନୁସାରେ ଭୁବନେଶ୍ବରରେ ଖୋଲିଲା ବାର୍ ଓ ରେଷ୍ଟୁରାଣ୍ଟ । ରାଜ୍ୟରେ ଥିବା ସମସ୍ତ ବାର୍ ଓ ରେଷ୍ଟୁରାଣ୍ଟ ଖୋଲିବ ବୋଲି ରାଜ୍ୟ ସରକାର ଜାରି କରିଥିବା ଗାଇଡ୍ଲାଇନ୍ ଉଲ୍ଲେଖ ରହିଛି। କୋଭିଡ ଗାଇଡ୍…

୩୦ ପୂର୍ବରୁ ବସିବ ବିଧାନସଭା

ଭୁବନେଶ୍ୱର()   ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ବିଧାନସଭା ବସିବ ।  ଏନେଇ  ସୂଚନା ଦେଇଛନ୍ତି ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।  ସେ କହିଛନ୍ତି ଯେ, ବର୍ତ୍ତମାନ ରାଜସ୍ଥାନ ବିଧାନସଭା ଅଧିବେଶନ ବସିଛି ।  ଲୋକସଭା ବାଚସ୍ପତି ଓ ସଚିବଙ୍କ ସହ ଏନେଇ କଥା ହୋଇଛି ।  ଗାଇଲାଇନ…

୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର()  ଲଘୁଚାପ ଜନିତ ଲଗାଣ ବର୍ଷା ଓ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଓଡ଼ିଶାରେ ଭୟଙ୍କର ବନ୍ୟା ବିପôାତ ଦେଖାଦେଇଛି ।  ଏହାଦ୍ୱାରା ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲା ପ୍ରଭାବିତ ହୋଇଛି । ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି ।  ଏହାରି ଭିତରେ ପୁଣି…

ମୁମ୍ବାଇ ନଆସିବାକୁ ଧମକ

ମୁମ୍ବାଇ() ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତୁ୍ୟ ମାମଲାରେ ଖୋଲାଖୋଲି ତଥା ସାହସର ସହିତ ବୟାନ ଦେଉଥିବା ବଲିଉଡ ଅଭିନ୍ରେତୀ କଙ୍ଗନା ରାଣାୱତ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ମୁମ୍ବାଇ ନଆସିବାକୁ ତାଙ୍କୁ ଧମକ ମିଳିଥିବା ସେ ଅଭିଯୋଗ କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା…