Odia News Portal

ଆଜି ୩୨୧୯ କରୋନା ପଜିଟିଭ୍, ଖୋର୍ଦ୍ଧାରୁ ୭୩୧

ଭୁବନେଶ୍ୱର() ୨୪ ଘଣ୍ଟା ମଧ୍ୟରେ ୩୨୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୯୭୮୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ଗୁରୁ କେଳୁଚରଣ ପୁରସ୍କାର ଘୋଷିତ

ଭୁବନେଶ୍ୱର()  ଆଜି ଗୁରୁ କେଳୁଚରଣ ପୁରସ୍କାର ଘୋଷଣା କରାଯାଇଛି । ରାଜଗୋପାଳ ମିଶ୍ର ଏକବର୍ଷର ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ପାଇବେ । ଜୀବନବ୍ୟାପୀ ସାଧନା ପାଇଁ ସିନେମାଟୋଗ୍ରାଫର ରାଜଗୋପାଳଙ୍କୁ ସମ୍ମାନ ମିଳିବ । ସେହିପରି ଓଡ଼ିଶୀ ନୃତ୍ୟ ପାଇଁ ପ୍ରଭାତ ସ୍ୱାଇଁ ଜିକେଏମ ଯୁବ ପ୍ରତିଭା…

ଆଜି ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ବର() ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଆଜିଠୁ ବର୍ଷା ସମ୍ଭାବନା । ବିଶେଷକରି ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସେଥିଲାଗି ୬ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା,…

ଜନତା ପାଣି ଘେରରେ : ନେତା କରୋନା କବଳରେ

ଭୁବନେଶ୍ୱର : ରାଜ୍ୟର ୨୦ ଜିଲ୍ଲାର ଲକ୍ଷାଧିକ ଲୋକ ଏବେ ପାଣିଘେରରେ । ଏଭଳି ବିପଦ ସମୟରେ ସେମାନଙ୍କ ନିକଟରେ ସ୍ଥାନୀୟ ନେତା ପହଞ୍ଚୁଛନ୍ତି । ତେବେ ଜଣକ ପରେ ଜଣେ ନେତା ଯେଭଳି କରୋନା କବଳରେ ପଡୁଛନ୍ତି ତାହା ବନ୍ୟା ପ୍ରପୀଡିତଙ୍କୁ ହତାଶ କରୁଛି । କଟକ ଜିଲ୍ଲାରେ ବନ୍ୟା ବିତ୍ପାତ ଜାରି…

ଶିକ୍ଷକଙ୍କୁ ପାଠ ପଢ଼ାଇଲେ କେନ୍ଦ୍ରମନ୍ତ୍ରୀ

ନୀଳଗିରି : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏକ ଯୋଜନା ବୈଠକରେ ଶିକ୍ଷକଙ୍କୁ ପ୍ରଶ୍ନ ପଚାରିବା ଓ ପାଠ ପଢ଼ାଇବା ଏବେ ସାଧରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ନୀଳଗିରି ଶିଶୁ ମନ୍ଦିର ପରିସରରେ ଆୟୋଜିତ ଏକ ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ନୀଳଗିରି ଏନଏସି…

ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା

ପୁରୀ : ଭାଦ୍ରବ ପୂର୍ଣ୍ଣମୀ ବୁଧବାର ଶ୍ରୀମନ୍ଦିରରେ ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦ ବନ୍ଦାପନା ନୀତି ସମ୍ପନ୍ନ ହେବ । ସନ୍ଧ୍ୟାରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ । ଦକ୍ଷିଣି ଘରୁ ବିଜେ ହେବେ ଦୋଳଗୋବିନ୍ଦ । ଠାକୁରଙ୍କ ଆଜ୍ଞାମାଳ ପାଇବା ପରେ ସିଂହଦ୍ୱାରସ୍ଥିତ ବଡ଼ଛତା ମଠ ପାଶ୍ୱର୍ରେ…

ଆଜି ଗୋଟିଏ ଦିନରେ ବସିବ ତିନିଟି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ବର: ଆଜି ଗୋଟିଏ ଦିନରେ ବସିବ ତିନିଟି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ। ରାଜ୍ୟ କ୍ୟାବିନେଟ୍‌ ସହ କୃଷି କ୍ୟାବିିନେଟ୍‌ ଓ ଐତିହ୍ୟ କ୍ୟାବିନେଟ୍‌ର ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କୋଭିଡ୍‌ କଟକଣା ମଧ୍ୟରେ ଭିଡିଓ କନଫରେନ୍‌ସିରେ ହେବ ଆଲୋଚନା।…

ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ବନ୍ଧା ହେଲେ ଦୁଇ ଭାଇ

ଗଞ୍ଜାମ: ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଦୁଇ ଯୁବକ ଗିରଫ । ଗଞ୍ଜାମ ତାରାସିଂ ଥାନାରେ ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ଦୁଇ ଯୁବକଙ୍କୁ ଗିରଫ କରିଛି । ସେମାନେ ହେଲେ ବଦାଙ୍ଗି ଗାଁର ରଞ୍ଜିତ ସାହୁ ଓ ସାଗର ସାହୁ । ଦୁଇ ଅଭିଯୁକ୍ତ ସଂପର୍କୀୟ ଦୁଇ ଭାଇ ବୋଲି ଜଣାପଡ଼ିଛି । ସାଗର ସାହୁ…

ଢେଙ୍କାନାଳ ସମବାୟ ସମିତି ସହ ନିବନ୍ଧକଙ୍କ ଘରେ ଭିଜିଲାନ୍ସ ରେଡ୍‌

ଢେଙ୍କାନାଳ : ଢେଙ୍କାନାଳ ସମବାୟ ସମିତି ସହ ନିବନ୍ଧକଙ୍କ ଘରେ ଭିଜିଲାନ୍ସ ରେଡ୍‌ । ସମବାୟ ସମିତି ସହ ନିବନ୍ଧକ ବିଦ୍ୟାଧର ବେହେରାଙ୍କ ଘରେ ଭିଜିଲାନ୍ସର ଟିମ୍‌ର ଚଢାଉ  । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଛି । ଏକକାଳୀନ ୩ଟି ସ୍ଥାନରେ ଚଢାଉ ହେଉଛି । ପୈତୃକ ଘର, ବାସଭବନ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆପଣଙ୍କୁ ପାରିବାରିକ ସୁଖ ସମୃଦ୍ଧି ସଙ୍ଗକୁ କର୍ମକ୍ଷେତ୍ରରେ ଆଶା ଅନୁଯାୟୀ ସୁଫଳ ପ୍ରଦାନ କରିବ । ଆଜିର ଯାତ୍ରା ସମୟରେ ଅପରିଚିତଙ୍କ ସହ କଳହ ଲାଗିଯିବାର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବୃଷ…