Odia News Portal

ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ କ୍ୟାପଟେନ୍ କପିଲ ଦେବ

ନୂଆଦିଲ୍ଲୀ()  ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ୍ କପିଲ ଦେବଙ୍କୁ ହାର୍ଟ ଆଟାକ୍। ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ  ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ଛାତିରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଛି। ହାର୍ଟରେ ବ୍ଲକେଜ୍ କାରଣରୁ ତାଙ୍କୁ…

ଇଚ୍ଛାରେ ନା ଚାପରେ ଇସ୍ତଫା

ଭୁବନେଶ୍ୱର () ଓଟିଭିରୁ ରମେଶ ରଥଙ୍କ ଇସ୍ତାଫାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେଉଁ ରମେଶଙ୍କୁ ଜଣେ ମହିଳା ସାଂସଦଙ୍କ ମିଛ ଓ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ପୋଲିସର ପଚାରାଉଚରାକୁ ନେଇ ଚ୍ୟାନେଲ କର୍ତ୍ତୃପକ୍ଷ ସରକାରଙ୍କ ଉପରକୁ କାଦୁଅ ଫୋପାଡୁଥିଲା ସେହି ସଂସ୍ଥା…

କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ବଢୁଛି ମୃତ୍ୟୁ ସଂଖ୍ୟା, ଆଜି ୧୮ ଜୀବନ ନେଲା କରୋନା

ଭୁବନେଶ୍ବର() ରାଜ୍ୟରେ କରୋନା ସଂକ୍ରମଣ କ୍ରମଶଃ କମିବାର ଲାଗିଛି । ଆଜି ରାଜ୍ୟରେ ୧୭୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୁସି ଖବର ହେଲା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମିଲା ବେଳେ ଦୁଃଖ ଖବର ହେଲେ ମୃତ୍ୟୁ ସଂଖ୍ୟା କମିବାର ନାଁ…

ଆଉ ୧୭୯୩ ପଜିଟିଭ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର()  ଆଜି ରାଜ୍ୟରୁ ୧୭୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୩୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୬୨ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ…

ନୟାପଲ୍ଲୀରୁ ଏୟାରପୋର୍ଟକୁ ଗ୍ରୀନ କରିଡର

ଭୁବନେଶ୍ୱର()  ଭୁବନେଶ୍ୱରରୁ ହାଇଦ୍ରାବାଦ୍ ଯିବେ କରୋନା ରୋଗୀ । କରୋନାରୁ ସୁସ୍ଥ ହେବା ପରେ ତାଙ୍କର ଫୁସଫୁସରେ ସମସ୍ୟା ଥିବା ଜଣାପଡିଥିଲା । ଏହାପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର କୃତିମ୍ ଫୁସଫୁସ୍ ରୋପଣ କରାଯାଇଛି । ତେବେ ସ୍ୱାସ୍ଥ୍ୟ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ…

ଫଟୋରେ ଫଟୋରେ ଦେଖନ୍ତୁ ମା’ଙ୍କ ଝଲକ …

ଭୁବନେଶ୍ୱର() ଆଜି ପବିତ୍ର ମହାସପ୍ତମୀ । କରୋନା କଟକଣା ଭିତରେ ଚାଲିଛି ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା । ଗତକାଲି ଷଷ୍ଠୀ ମହାବସରରେ ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମା’। ଦୁର୍ଗା । ଅଧିବାସ ଓ ବିଲବରଣ କରାଯାଇଛି । ଆଜି ହେବ ମହାମାୟୀଙ୍କ ଚକ୍ଷୁଦାନ ପରମ୍ପରା । ଚଳିତ ବର୍ଷ ଅଧିକାଂଶ…

କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ଅନୁମତି

ନୂଆଦିଲ୍ଲୀ()  ଭାରତର ପ୍ରଥମ କରୋନା ଟୀକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଭାରତ ବାୟୋଟେକ ଏବଂ ଆଇସିଏମଆର ପକ୍ଷରୁ ମିଳିତ ଭାବରେ ନିର୍ମାଣ କରାଯାଉଥିବା ଏହି ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ଅନୁମତି ମିଳିଛି । ଟୀକାର ପ୍ରଥମ ଦୁଇ ପର୍ଯ୍ୟାୟ…

ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କରୋନା

ନୂଆଗାଁ() ଦଶପଲ୍ଲା ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ବେହେରା କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ବିଧାୟକ ତାଙ୍କ ସୋସିଆଲ ସାଇଟ୍‌ରେ ସୂଚନା ଦେଇଛନ୍ତି। ସେ ଗୃହ ସଙ୍ଗରୋଧରେ ରହିଥିବା ଏବଂ ସୁସ୍ଥ ଥିବା ପ୍ରକାଶ କରିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା…

ରାଜଧାନୀରୁ ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର()  ରାଜଧାନୀ ଭୁବନେଶ୍ୱରରୁ ଆଜି ୨୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂତନ ୨୦୧ ଆକ୍ରାନ୍ତଙ୍କ ମଧ୍ୟରୁ ୬୪ ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୧୩୭ଜଣ ରହିଛନ୍ତି ବୋଲି ବିଏମସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । ସେହିପରି…

ବାଲେଶ୍ୱରରେ ଶଙ୍ଖ ଧରିଲେ କଂଗ୍ରେସ ନେତା

ବାଲେଶ୍ୱର() ବାଲେଶ୍ୱରରେ କଂଗ୍ରେସ ନେତା ମାଧବାନନ୍ଦ ମଇନି ତାଙ୍କ ଶତାଧିକ କର୍ମୀଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି । ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ନେତୃତ୍ୱରେ ଦଳରେ ସାମିଲ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ହୋଇଛି ।…