Odia News Portal

ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ଘୁଞ୍ଚିବ

ଭୁବନେଶ୍ୱର()  କରୋନା କାରଣରୁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପାଠପଢା । ଏହି କ୍ରମରେ ରାଜ୍ୟରେ ଚଳିତ ଶିକ୍ଷାବର୍ଷରେ ପାଠପଢ଼ା ପ୍ରଭାବିତ ହୋଇଛି । କିନ୍ତୁ ଚଳିତ ଶିକ୍ଷାବର୍ଷାରେ ହେବ ମାଟ୍ରିକ ବୋର୍ଡ ଓ ଯୁକ୍ତ ଦୁଇ ପରୀକ୍ଷା । ତେବେ ମାଟ୍ରିକ୍‌ ଓ…

ଟ୍ରକ-ଟ୍ରେଲର ମୁହାଁମୁହିଁ : ୧୦ ମୃତ ୧୬ ଆହତ

ଭଦୋଦରା()   ଗୁଜରାଟରେ ଏକ ଭୟାବହ ସଡକ ଦୁର୍ଘଟଣାରେ ୧୦ ଜଣ ଲୋକଙ୍କ ପ୍ରାଣହାନି ଘଟିଛି । ଭଦୋଦରା ସହରରେ ଭୋର ସମୟରେ ଏକ ଟ୍ରକ ଏବଂ ଟ୍ରଲର ମଧ୍ୟରେ ଦୁର୍ଘଟଣା ଘଟିଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟୁନ ୧୬ ଜଣ ଆହତ ହୋଇଛନ୍ତି । ରାତି ୨.୪୫ ମିନିଟ ସମୟରେ ୱାଘୋଡିଆ…

ଶପଥ ନେଲେ ୨ ନୂଆ ବିଧାୟକ

ଭୁବନେଶ୍ୱର() ବିଧାନସଭାରେ ଆଜି ଶପଥ ନେଇଛନ୍ତି ନବନିର୍ବାଚିତ ୨ ବିଜେଡି ବିଧାୟକ । ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ ଓ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଶପଥ ନେଇଛନ୍ତି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉଭୟ ବିଧାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତେବେ…

ସମ୍‌ରେ ଅତ୍ୟାଧୁନିକ ଏଣ୍ଡୋସର୍ଜରୀ ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର() ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶଲ୍ୟ ଚିକିତ୍ସା ବିଭାଗ ଅଧିନରେ ଅତ୍ୟାଧୁନିକ ଏଣ୍ଡୋସର୍ଜରୀ ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏହି ବିଭାଗରେ ତିନୋଟି…

ଶ୍ରୀମନ୍ଦିର ଖୋଲିବା ନେଇ ସ୍ବତନ୍ତ୍ର କମିଟି ନେବ ନିଷ୍ପତ୍ତି

ପୁରୀ () ଡିସେମ୍ବର ତୃତୀୟ ସପ୍ତାହରେ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର | ଏଥିସହ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଶୃଙ୍ଖଳିତ ଭାବେ ଶେଷ କରିବାକୁ ଚାଲିଛି ପ୍ରସ୍ତୁତି । ତେବେ କରୋନା ଯୋଗୁଁ ପ୍ରଭାବିତ ହୋଇଛି ଶ୍ରୀମନ୍ଦିରର ଆୟ । ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ…

ବାଣରୁ ନିଆଁ ଲାଗି ବିଜେପି ସାଂସଦଙ୍କ ନାତୁଣୀଙ୍କ ମୃତ୍ୟୁ

ପ୍ରୟାଗରାଜ()  ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା ଆସନରୁ ଭାଜପା ଏମ୍‌ପି ରୀତା ବହୁଗୁଣା ଯୋଶୀଙ୍କ ଘରେ ଏକ ଅଭାବନୀୟ ଘଟଣା ଘଟିଛି। ଦୀପାବଳି ଦିନ ରାତିରେ ରୀତାଙ୍କ ପୁଅ ମୟଙ୍କ ଯୋଶୀଙ୍କ ଛଅ ବର୍ଷର ଝିଅ କିୟାଙ୍କ ବାଣ ଯୋଗୁଁ ଜଳିଯାଇଛନ୍ତି । ବାଣ ଯୋଗୁଁ ତାଙ୍କ ଶରୀର ଗୁରୁତର ଭାବେ ପୋଡି…

ସମ୍ପୂର୍ଣ୍ଣ ସ୍ୱଚ୍ଛ ରହିଛି ଧାନ କିଣା ପ୍ରକ୍ରିୟା

ଭୁବନେଶ୍ୱର()  ରାଜ୍ୟ ଧାନ କିଣା ପ୍ରକ୍ରିୟା ସମ୍ପୂର୍ଣ୍ଣ ସୁଗମ ଏବଂ ସ୍ୱଚ୍ଛ ରହିଛି ବୋଲି ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମତ ଦେଇଛନ୍ତି । ନିଜକୁ ପଞ୍ଜୀକୃତ କରାଇଥିବା ସମସ୍ତ ଚାଷୀଙ୍କୁ ନାମର କ୍ରମ ଅନୁଯାୟୀ ଟୋକନ ପ୍ରଦାନ କରାଯାଉଛି ଏବଂ ସେହି ଅନୁସାରେ ଧାନ…

ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ବର()  ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1560କୁ ବୃଦ୍ଧି ହୋଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ 4 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁରରୁ 3, ଜଗତସିଂହପୁର ଓ ସୁବର୍ଣ୍ଣପୁରରୁ 2…

ଆଜିଠୁ ତିନି ଦିନ ଯାଏଁ କୋଭିଡ ଟେଷ୍ଟ୍‌

ଭୁବନେଶ୍ବର()   ଆସନ୍ତା 29 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ। ଏଥର ବି ଅଧିବେଶନ ପୂର୍ବରୁ ବିଧାୟକ, ମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ, ସହାୟକ ଏବଂ ବିଧାନସଭା କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯାଉଛି। ମଙ୍ଗଳବାରଠାରୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ କରୋନା ଟେଷ୍ଟ…

ପ୍ରତିଟି ପରିବାରକୁ ମିଳିବ ସ୍ମାର୍ଟ ଫୋନ

ମାଲକାନଗିରି () ସ୍ବାଭିମାନ ଅଞ୍ଚଳ ମୋ ହୃଦୟରେ ରହିଛି । ଖୁବଶୀଘ୍ର ସ୍ବାଭିମାନ ଅଂଚଳର ରାଜ୍ୟର ଅନ୍ୟତମ ଆଗୁଆ ଅଞ୍ଚଳ ଭାବେ ପରିଗଣିତ ହେବ । ଆଜି ସ୍ବାଭିମାନ ଅଞ୍ଚଳବାସୀଙ୍କ ପାଇଁ ସ୍ମାର୍ଟ ଫୋନ ବିତରଣ କାର୍ଯ୍ୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ସ୍ବାଭିମାନ…