ନବ ଦାସ ହତ୍ୟା ମାମଲା, କ୍ରାଇମ୍ବ୍ରାଞ୍ଚ ଜେରା ବେଳେ ସାମ୍ନାକୁ ଆସିଲା ସାଂଘାତିକ ସତ
ନବ ଦାସ ହତ୍ୟା ମାମଲାରେ କ୍ରାଇମ୍ବ୍ରାଞ୍ଚ ତନାଘନା ଜାରି ରଖିଛି । କ୍ରାଇମ୍ବ୍ରାଞ୍ଚ ଜେରା ବେଳେ ସାମ୍ନାକୁ ଆସିଲା ସାଂଘାତିକ ସତ । ହସ୍ପିଟାଲ୍ରୁ କେମିତି ଗାଏବ ହେଲା ଇସିଜି ରିପୋର୍ଟ । ତା'କୁ ନେଇ ପ୍ରଶ୍ନ ଉଠିଛି । ଲଗାତାର ୪ ଦିନ ହେବ ଖୋଳତାଡ କରିଛି!-->…
