Odia News Portal

ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ

ନୂଆଦିଲ୍ଲୀ() ରିପବିଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଅନ୍ତରୀଣ ଜାମିନ । ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି ସୁପ୍ରିମକୋର୍ଟ । ୮ ଦିନ ପରେ ଜେଲରୁ ମୁକ୍ତି ପାଇବେ ଅର୍ଣ୍ଣବ ଗୋସ୍ୱାମୀ । ଆକ୍ରୋଶମୂଳକ ଭାବେ ଅର୍ଣ୍ଣବଙ୍କୁ ଗିରଫ କରିଥିବା ଅଭିଯୋଗ…

ବିଜେପିରେ ନୀତୀଶ ବିରୋଧୀ ସ୍ୱର ତେଜୁଛି

ପାଟନା () ବିହାର ବିଜେପିରେ ଏବେ ନୀତୀଶ ବିରୋଧୀ ସ୍ୱର ଜୋରଦାର ହୋଇଛି । କେତେକ ବରିଷ୍ଠ ନେତା ଖୋଲାଖୋଲି ଭାବେ ନୀତୀଶଙ୍କୁ ଆଉ ଥରେ ମୁଖ୍ୟମନ୍ତ୍ରୀ ଭାବେ କାମ କରିବାକୁ ସୁଯୋଗ ଦେବା ଉଚିତ ନୁହେଁ ବୋଲି କହିଛନ୍ତି । ଏନଡିଏ ମେଣ୍ଟରେ ବିଜେପି ଆଗରେ ଥିବାରୁ ଜେଡିୟୁ ଏହାକୁ ସମ୍ମାନ ଦେଇ କାମ…

ଏନଡିଏକୁ ବଂଚାଇଲା ମୋଦିଙ୍କ ଏଣ୍ଟ୍ରି

ପାଟନା() କୌଣସି ଜନମତ ସର୍ଭେ ଆକଳନ ଠିକ୍‌ ହେଲା ନାହିଁ। ଜନମତ ସର୍ଭେରେ ଯେଉଁ ଫଳାଫଳ ଆସିଥିଲା ବିହାର ନିର୍ବାଚନ ଫଳାଫଳ ତାର ଠିକ ଓଲଟା ଆସିଲା। ନୀତୀଶ କୁମାର ଏବଂ ତେଜସ୍ବୀ ଯାଦବଙ୍କ ମଧ୍ୟରେ କଡ଼ା ଟକ୍କର ହେଲା ସତ, କିନ୍ତୁ ଶେଷରେ ଏନ୍‌ଡିଏକୁ ମିଳିଲା ବିଜୟ ମୁକୁଟ। ୨୪୩ ଆସନରୁ ୧୨୫ଟି…

ଅନ୍ତର୍ଘାତୀ କାମ ଯୋଗୁଁ ହାରିଲୁ

ଭୁବନେଶ୍ବର()  ରାଜ୍ୟରେ ଦୁଇଟି ଉପନିର୍ବାଚନ ଫଳାଫଳ ଆସିସାରିଛି । ଦୁଇଟି ଯାକ ଆସନରେ ବିଜେଡି ବାଜିମାତ୍ କରିଛି । ଏହି ଦୁଇଟି ଆସନରେ ବିଜେପିକୁ ଦ୍ବିତୀୟ ସ୍ଥାନ ମିଳିଥିବାବେଳେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । ତେବେ ଉପନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ…

କରୋନାରେ ଆଉ ୧୫ ମୃତ, ବାଲେଶ୍ୱରରୁ ସର୍ବାଧିକ

ଭୁବନେଶ୍ୱର() ଆଜି ୧୨୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୪୬୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ବାଲେଶ୍ୱର…

ଆଜି ୧୨୨୦ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫ହଜାର ପାର

ଭୁବନେଶ୍ବର()  ରାଜ୍ୟରେ ଆଜି ୧୨୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୭୦୩ ଜଣ ଚିହ୍ନଟ ହୋଇଥିବାବେଳେ ୫୧୭ଟି ଲୋକାଲ କେସ୍‌ ରହିଛି। ନୂତନ…

ରାଜଧାନୀ ପାଇଁ ଆସିଲା ନୂଆ ଗାଇଡଲାଇନ

ଭୁବନେଶ୍ୱର() ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଆଗକୁ ବଢ଼ିବା ନେଇ ଆଶଙ୍କା କରାଯାଉଛି । ଆଗକୁ ବିବାହ ଋତୁ ସେପଟେ କରୋନା ସଂକ୍ରମଣର ଦ୍ୱିତୀୟ ଲହାରୀକୁ ନେଇ ଚିନ୍ତା । ଏଣୁ ବିବାହ, ଶୁଦ୍ଧି କ୍ରିୟା ଓ ଶବ ସଂସ୍କାର ପାଇଁ ବିଏମସି ଜାରି କଲା ସ୍ୱତନ୍ତ୍ର ଗାଇଡ ଲାଇନ । ସମ୍ଭାବ୍ୟ…

କାହିଁକି କମିଲା ତିର୍ତ୍ତୋଲ ବ୍ଲକ ବିଜେଡି ଭୋଟ ?

ଜଗତସିଂହପୁର() ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ବିପୁଳ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଅଧୀନସ୍ଥ ତିନିଟି ବ୍ଲକ୍‌ରେ ବିଜେଡି ପାଇଥିବା ଭୋଟ୍‌କୁ ନେଇ ରାଜନୈତିକ ମହଲରେ ତର୍ଜମା ଆରମ୍ଭ ହୋଇଛି। ବିଜୟ ଶଙ୍କରଙ୍କ ସପକ୍ଷରେ ଅନୁକମ୍ପା ଥିଲେ ମଧ୍ୟ ବିଜେଡି…

ମୁଖ୍ୟ ସଚିବଙ୍କୁ ଭୁଆଁ ବୁଲାଇଲେ ପ୍ରଦୂଷଣ ବୋର୍ଡ ଅଧିକାରୀ

ଭୁବନେଶ୍ୱର () ଓଡିଶା ରାଜ୍ୟ ପ୍ରଦୂଷଣ ବୋର୍ଡର ଅଧ୍ୟକ୍ଷ ହେଉଛନ୍ତି ଖୋଦ୍‍ ମୁଖ୍ୟ ଶାସନ ସଚିବ । ଗତମାସରେ ବୋର୍ଡ ବୈଠକରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତା କରିଥିବାବେଳେ କିଛି ଅଧିକାରୀ ତାଙ୍କୁ ଭୁଆଁ ବୁଲାଇ ଦେଇଛନ୍ତି । ମୁଖ୍ୟ ସଚିବଙ୍କ ନିଷ୍ପତ୍ତିକୁ ନିଜ ସ୍ୱାର୍ଥ ପାଇଁ ମୋଡି ମକଚି ଦେବା…

ସ୍ମାର୍ଟ ସିଟିର ୯ ପ୍ରମୁଖ ରାସ୍ତାର ହେବ ନବକଳେବର

ଭୁବନେଶ୍ବର() ଆରାମରେ ଚାଲିବେ ପଥଚାରୀ। ନା ଟ୍ରାଫିକ୍‌ ଟେନସନ୍‌ ନା ଦୁର୍ଘଟଣାର ଭୟ। ସୁସ୍ଥ ପରିବେଶ ଭିତରେ ବାଟ ଚାଲିବେ ପଥଚାରୀ। ବିଶ୍ରାମ ପାଇଁ ସବୁଜିମା ଭରା ପ୍ରଶସ୍ତ ସ୍ଥାନ ବି ରହିବ। ସାଇକେଲ୍‌ ଚାଳକ ମଧ୍ୟ ବେଶ୍‌ ଆରାମରେ ସ୍ୱତନ୍ତ୍ର ଟ୍ରାକ୍‌ରେ ଯାତାୟାତ କରିପାରିବେ। ରାଜଧାନୀର…