ଆସିପାରେ ଦ୍ୱିତୀୟ ଅର୍ଥନୈତିକ ପ୍ୟାକେଜ, ଜାଣନ୍ତୁ କଣ ରହିବ ସୁବିଧା !
ନୂଆଦିଲ୍ଲୀ () ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆସିପାରେ ଆଉ ଏକ ଅର୍ଥନୈତିକ ପ୍ୟାକେଜ । କରୋନା ସଂକ୍ରମଣ କାରଣରୁ ଦେଶବ୍ୟାପୀ ଦେଖାଦେଇଥିବା ସଙ୍କଟର ମୁକାବିଲା କରିବା ପାଇଁ ପୂର୍ବରୁ ୨୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରାଯାଇଥିଲା । ତେବେ ଅର୍ଥନୀତିର ପୁନରୁଦ୍ଧାର ପାଇଁ ଏହା ଯଥେଷ୍ଟ ନହେବାରୁ…
