ଜେଇଇ ପରୀକ୍ଷାର୍ଥୀଙ୍କୁ ମାଗଣାରେ ସବୁ ସୁବିଧା ଯୋଗାଇ ଦିଆଯିବ
ଭୁବନେଶ୍ୱର : ଜେଇଇ ପରୀକ୍ଷା ପାଇଁ ୭ ଟି ସହରରେ ୨୬ ସେଣ୍ଟର କରାଯାଇଛି। ଯେଉଁମାନେ ପରୀକ୍ଷା ଦେବାକୁ ଆସିବେ ସେମାନଙ୍କ ରହିବା ଖାଇବା ଓ ପରିବହନ ବ୍ୟବସ୍ଥା ରାଜ୍ୟ ସରକାର ଯୋଗାଇଦେବେ। ଓଡିଶାର ୩୭ ହଜାର ପରୀକ୍ଷାର୍ଥୀ ଜେଇଇ ପରୀକ୍ଷା ଦେବେ । ଯେଉଁ ପରୀକ୍ଷାର୍ଥୀ ନିଜ ସବିଧାରେ ଆସିବେ…
