ମୋ ବସ୍’କୁ ପୂରିଲା ଦୁଇ ବର୍ଷ
ଭୁବନେଶ୍ୱର() ‘ମୋ ବସ୍’କୁ ଦୁଇ ବର୍ଷ ପୂରିଛି । ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ ପାଠଶାଳା ପୁସ୍ତକକୁ ଉନ୍ମୋଚନ କରିଛନ୍ତି । ଯାତ୍ରୀଙ୍କୁ ଡିଜିଟାଲ ପେମେଣ୍ଟ ସୁବିଧା ଦେବାକୁ ଆଜିଠୁ କ୍ରୁଟ୍ ଟ୍ୟାପ୍ ଆଣ୍ଡ ପେ ସ୍ମାର୍ଟ କାର୍ଡ ଆରମ୍ଭ କରାଯାଇଛି ।…
