Odia News Portal

ରାଜ୍ୟରେ ଆଜି ୬୩୮ ପଜିଟିଭ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର() ୨୪ ଘଣ୍ଟା ମଧ୍ୟରେ ୬୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୩୯୬୧ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ଭାରତୀ ସିଂ ଗିରଫ

ମୁମ୍ବାଇ() ୪ଘଣ୍ଟା ଜେରା ପରେ କମେଡିଆନ ଭାରତୀ ସିଂ ଙ୍କୁ ଗିରଫ କରିଛି NCB। ଡ୍ରଗ୍ସ ସେବନ ମାମଲାରେ ଗିରଫ କରିଛି ଏନସିବି। ତେବେ ଆଜି ଭାରତୀଙ୍କ ଘରୁ ଗଞ୍ଜେଇ ଜବତ କରିଥିଲା NCB। ଅନ୍ଧେରି ସ୍ଥିତ ଘରେ ଆଜି ରେଡ଼ ପରେ ମିଳିଥିଲା ଏହି ସାମଗ୍ରୀ। ଚଢାଉ ସମୟରେ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ…

ବର୍ଷସାରା ନିରୋଗ ଓ ଉନ୍ନତ ମାଛ ଯାଆଁଳ ମିଳିବ

ଭୁବନେଶ୍ୱର () ମାଛ ସହଜରେ ଉପଲବ୍ଧ ଏକ ସ୍ୱାଦଯୁକ୍ତ ଓ ପୁଷ୍ଟିକର ଖାଦ୍ୟ ହୋଇଥିବାବେଳେ ମତ୍ସ୍ୟଚାଷ ରାଜ୍ୟ ଅର୍ଥନୀତିରେ ଏକ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିଥାଏ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଜୀବନଜୀବିକାର ପନ୍ଥା ହୋଇଥିବାବେଳେ ଏଥିରେ ଆତ୍ମନିଯୁକ୍ତିର ଭରପୂର ସୁଯୋଗ ରହିଛି । କୃଷକମାନଙ୍କ ଆୟ…

ସୋଆରେ ଆୟୋଜିତ ହେବ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ୟାରେଡ କ୍ୟାମ୍ପ

ଭୁବନେଶ୍ୱର()  ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ରେ ରବିବାର ଠାରୁ ଆରମ୍ଭ ହେବ ୧୦ ଦିନିଆ ସାଧାରଣତନ୍ତ୍ର ଦିବସ ପୂର୍ବବର୍ତୀ ପ୍ୟାରେଡ କ୍ୟାମ୍ପ । ଏହି କ୍ୟାମ୍ପରେ ପୂର୍ବାଂଚଳ ଏବଂ ଉତର ପୂର୍ବାଂଚଳ ରାଜ୍ୟରୁ ୨୦୦ ଜଣ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଯୋଗ ଦେବେ । କେନ୍ଦ୍ର…

ଇଚ୍ଛା ଡ୍ୟାମ କାମ ଶୀଘ୍ର ସାରିବାକୁ ନବୀନଙ୍କ ଅନୁରୋଧ

ଭୁବନେଶ୍ୱର() ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖରିଫ ଋତୁରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ପାଇଁ ଜଣାଇଛନ୍ତି ଧନ୍ୟବାଦ । ତ୍ରିପାକ୍ଷିକ ଚୁକ୍ତି ଅନୁସାରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଝାଡଖଣ୍ଡ…

କାଚରେ ମୁଣ୍ଡ ପିଟିଦେଲେ ତାରା

ଭୁବନେଶ୍ୱର()  ବିଧାନସଭା ଅପରାହ୍ନ ଅଧିବେଶନ ଆରମ୍ଭରୁ ହୋହଲ୍ଲା ଆରମ୍ଭ ହୋଇଯାଇଛି । ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ବିଜେପି, କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଛନ୍ତି । ଅନ୍ୟପଟେ ପୋଡିୟମରେ ମୁଣ୍ଡ ପିଟିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ବାଚସ୍ପତି…

ଆମେରିକାର ପ୍ରଥମ ମହିଳାଙ୍କ ନୀତି ନିର୍ଦ୍ଦେଶକ ହେଲେ ମାଲା ଆଡିଗା

ୱାଶିଂଟନ()  ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କ ପତ୍ନୀ ଜିଲ ବିଡେନଙ୍କ ନୀତି ନିଦେ୍ର୍ଧଶକ ଭାବରେ ନିଯୁକ୍ତ ହୋଇଛନ୍ତି ମାଲା ଆଡିଗା । ବିଡେନ-କମଲା ହାରିସ କ୍ୟାମ୍ପେନର ମୁଖ୍ୟ ପରାମର୍ଶଦାତା ରହିଥିବା ମାଲା ପ୍ରଥମ ଭାରତୀୟ ଭାବରେ ଏହି ପଦବୀ ଅଳଙ୍କୃତ କରିବେ । ପୂର୍ବରୁ…

ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ୱର() ସ୍କୁଲ ବନ୍ଦ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ସେ କହିଛନ୍ତି ଯେ, ‘ ସ୍କୁଲ ବନ୍ଦ ନୁହେଁ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ରାଜ୍ୟରେ ୭ ହଜାର ୭୭୨ ସ୍କୁଲ ବନ୍ଦ କରିବା ପାଇଁ ପ୍ରସ୍ତାବ…

ବାଚସ୍ପତିଙ୍କ ଟେବୁଲ ଆଗରେ ବେକ କାଟି ଆତ୍ମହତ୍ୟା କରିବି

ଭୁବନେଶ୍ୱର() ବିଧାନସଭାରେ ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ହଙ୍ଗାମା ହୋଇଛି । ଏନେଇ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅନ୍ୟପଟେ ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଦାବି କରିଛନ୍ତି କଂଗ୍ରେସ ବିଧାୟକ ତଥା ଜୟପୁର ବିଧାୟକ ତାରା ବାହିନୀପତି…

ଭାରତୀଙ୍କ ଘରେ ଏନସିବିର ଚଢାଉ

ମୁମ୍ବାଇ() ଡ୍ରଗ୍ସ ମାମଲାରେ ଏନସିବିର ତଦନ୍ତ ଜାରି ରହିଛି । ଗୋଟିଏ ପରେ ଗୋଟିଏ ନୂଆ ନାଁ ସାମ୍ନାକୁ ଆସୁଛି, ଯାହାକୁ ନେଇ ତଦନ୍ତ ଜୋରସୋରରେ ଚଳାଇଛନ୍ତି ଏନସିବି । ଏହାରି ମଧ୍ୟରେ ଦେଶର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କ ଅନଧେରି ସ୍ଥିତ ଘରେ ଏନସିବି ଚଢାଉ କରିଛି । ଏହି…