Odia News Portal

ସୁପ୍ରିୟାଙ୍କୁ ‘ଲାଡଲି ମିଡ଼ିଆ ଆୱାର୍ଡ -୨୦୨୦ ପୁରସ୍କାର

ଭୁବନେଶ୍ୱର() ଜାତୀୟ ସ୍ତରରେ ଓଡ଼ିଆ ମହିଳା ସାମ୍ବାଦିକଙ୍କୁ ମିଳିଛି ସ୍ୱୀକୃତି । ଓଡ଼ିଆ ନ୍ୟୁଜ୍ ଚାନେଲ୍ ନକ୍ଷତ୍ର ରେ କାର୍ଯ୍ୟରତ ଜଣାଶୁଣା ବରିଷ୍ଠ ଆଙ୍କର୍ ତଥା ପ୍ରଡ୍ୟୁସର୍ ସୁପ୍ରିୟା ଦାଶ ଚଳିତବର୍ଷର ‘ଲାଡଲି ମିଡ଼ିଆ ଆୱାର୍ଡ-୨୦୨୦’ ରେ ସମ୍ମାନିତ ହୋଇଛନ୍ତି । ନକ୍ଷତ୍ର ଚାନେଲ୍ ରେ…

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ

ଭୁବନେଶ୍ୱର() 2020 21 ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ। ବଜେଟରେ 11 ହଜାର 200 କୋଟି ଟଙ୍କାର ବ୍ୟୟ ବରାଦ ରହିଛି। କୋଭିଡର ଗମ୍ଭୀର ପରିସ୍ଥିତି ରେ ଜୀବନ ଓ ଜୀବିକା କୁ ବେଶ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ କ୍ଷେତ୍ରରେ 1768 କୋଟି 77 ଲକ୍ଷ ବ୍ୟୟବରାଦ…

ହଟିଲା ପଣ୍ଡା ଦଂପତିଙ୍କ ଅନ୍ତରୀଣ ସୁରକ୍ଷା

ଭୁବନେଶ୍ୱର() ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ଅଭିଯୋଗ ମାମଲାରେ ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ –ଓଆଇପିଏଲକୁ ଧକ୍କା ଲାଗିଛି । କମ୍ପାନି ପକ୍ଷରୁ ହାଇକୋର୍ଟରେ କରାଯାଇଥିବା ଆବେଦନ ଖାରଜ ହୋଇଯାଇଛି । ଏହି ମାମଲାରେ ଓଆଇପିଏଲର ପ୍ରମୁଖ ଅଂଶୀଦାର ଜଗି ମଙ୍ଗତ ଓ ବୈଜୟନ୍ତ…

ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ଖୁବ ଶୀଘ୍ର ସମାଧାନ ହେବ

ଭୁବନେଶ୍ୱର()   ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ଖୁବ ଶୀଘ୍ର ସମାଧାନ ହୋଇଯିବ । ଏଭଳି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ସେ କହିଛନ୍ତି ସୀମା ବିବାଦ ଖୁବ ଶୀଘ୍ର ସମାଧାନ ହୋଇଯିବ ।  ପ୍ରଶାସନିକ ସ୍ତରରେ ଆଲୋଚନା ଜାରି ରହିଛି ।  ଉଭୟ ରାଜ୍ୟର ଜିଲ୍ଲାପାଳ ଓ ଅନ୍ୟ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ନୂଆଦିଲ୍ଲୀ() କରୋନା ସଙ୍କଟ ମଧ୍ୟରେ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଛି । ଚଣ୍ଡିଗଡର ପିଜିଆଇରେ ହୋଇଛି ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ୍ ବିଜଙ୍କ ଉପରେ ପ୍ରଥମେ ଟ୍ରାଏଲ କରାଯାଇଛି । ପୂର୍ବରୁ ଅନିଲ ବିଜ ନିଜକୁ…

ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ନୂଆନ ଦୋଷୀ ସାବ୍ୟସ୍ତ

ଦୁବାଇ() ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ଶ୍ରୀଲଙ୍କାର ପୂର୍ବତନ ବୋଲର ନୂଆନ ଜୟସା ଆଇସିସି ଦ୍ୱାରା ଦୋଷୀସା ବ୍ୟସ୍ତ ହୋଇଛନ୍ତି । ଫିକ୍ସିଂ ଅଭିଯୋଗ ଆସିବା ପରେ ତାଙ୍କୁ ବାସନ୍ଦ କରାଯାଇଥିଲା । ମାମଲା ବିଚାରଧୀନ ରହିଥିଲା । ଆଇସିସିର ଏକ ସ୍ୱାଧୀନ ନ୍ୟାୟାଧିକରଣ ମାମଲାର ଶୁଣାଣି କରି ନୂଆନଙ୍କୁ…

କରୋନାରେ ଆଉ ୧୬ ମୃତ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର() ଆଜି ୭୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୦୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସୁନ୍ଦରଗଡ଼ରୁ…

ପୁଣି ଲାଗୁ ହେଲା ରାତ୍ରିକାଳୀନ କର୍ଫ୍ୟୁ

ଦେଶରେ ପୁଣିଥରେ କରୋନା ମାମଲାରେ ବୃଦ୍ଧି ଦେଖାଯାଇଛି । କରୋନାକୁ ଦୃଷ୍ଟିରେ ରଖି ପୂର୍ବରୁ ଜାରି କରାଯାଇ ଥିବା କର୍ଫ୍ୟୁ ପୁଣିଥରେ ଫେରିଛି । ଗୁଜୁରାଟର ଅହମ୍ମଦାବାଦରେ କରୋନା କେସ୍‌ରେ ଲଗାତାର ବୃଦ୍ଧି ଯୋଗୁଁ ଗୁଜୁରାଟ ସରକାର ଗୁରୁବାର ରାତ୍ରିର ପୁନର୍ବାର କର୍ଫ୍ୟୁ ଲାଗୁ କରିଛନ୍ତି ।…

ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର() ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । କୋଭିଡ କଟକଣା ଭିତରେ ସାଢେ ୪ ଘଣ୍ଟା ଚାଲିବ ଗୃହ । ଗୃହ ଆରମ୍ଭରେ ପୂର୍ବତନ ବାଚସ୍ପତି ଶରତ କରଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଦିବଂଗତ ବିଧାୟକ ଓ କୋଭିଡ…

ଖୁବଶୀଘ୍ର ରାଜ୍ୟରେ ହେବ ଆଉ ୩ଟି ମେଡିକାଲ କଲେଜ

ଭୁବନେଶ୍ୱର()  ଖୁବଶୀଘ୍ର ତାଳଚେର, ସୁନ୍ଦରଗଡ଼ ଓ ପୁରୀରେ ହେବାକୁ ଯାଉଛି ୩ଟି ମେଡିକାଲ କଲେଜ । ୩ଟି ମେଡିକାଲ କଲେଜର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ପ୍ରତି ମେଡିକାଲ କଲେଜରେ ରହିବ ୧୦୦ଟି ଲେଖାଏଁ ସିଟ୍‌ । ତାଳଚେରରେ MCLର ସହଯୋଗରେ ମେଡିକାଲ…