ଭୋଟ ବ୍ୟବଧାନକୁ ନେଇ ଅଙ୍କକଷା ଆରମ୍ଭ
ଭୁବନେଶ୍ୱର() ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନପାଇଁ ଆଜି ଭୋଟଗ୍ରହଣ ହେଉଥିବାବେଳେ ଭୋଟ ବ୍ୟବଧାନକୁ ନେଇ ନେତାଙ୍କ ରକ୍ତଚାପ ବଢିବାରେ ଲାଗିଛନ୍ତି । ଅତି କମ୍ରେ ଆଉ ୭ଦିନ ପର୍ଯ୍ୟନ୍ତ ଏଭଳି ଅବସ୍ଥା ଲାଗି ରହିବ । କାରଣ ଏହି ଭୋଟ ବ୍ୟବଧାନ ଉପରେ ଅନେକନେତାଙ୍କ ଭାଗ୍ୟ ଓ…
