ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ା ବିମାନବନ୍ଦରରେ କ୍ରାଇମ୍ ବ୍ରାଞ୍ଚର ଟିମ୍ ତନାଘନା
ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଆଜି ଦ୍ବିତୀୟ ଦିନରେ ପୁଣି ତଦନ୍ତ ଆରମ୍ଭ ହୋଇଛି। ଆଜି ସକାଳୁ କ୍ରାଇମ୍ ବ୍ରାଞ୍ଚ ଟିମ୍ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ତନାଘନା କରିଛି। ଗୁଳିକାଣ୍ଡ ପରେ କେତେବେଳେ ଓ କିପରି ଏୟାରଲିଫ୍ଟ ହୋଇଥିଲା!-->…
