Odia News Portal

କଂଗ୍ରେସର ବିଶୃଙ୍ଖଳା କଥା ଏଆଇସିସିକୁ କହିବି

ଭୁବନେଶ୍ୱର()  ରାଜ୍ୟ କଂଗ୍ରେସରେ ଗତ କିଛି ଦିନ ଧରି ସଂଗଠନକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି ।  କଂଗ୍ରେସ ସଂଗଠନ ଦୁର୍ବଳ ହୋଇପଡ଼ୁଥିବାରୁ ଦଳର କେତେକ ନେତା ଗତକାଲି ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଘରେ ବୈଠକ ଡାକି ମେଳି କରିଥିଲେ ।  ତେବେ ପିସିସି…

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଲୀଳା : ଆଜି ବିମ୍ୱାସୁର ବଧ

ପୁରୀ : ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ଶ୍ରୀକୃଷ୍ଣଲୀଳା । ଏହି ଅବସରରେ ରବିବାର ସମ୍ପନ୍ନ ହୋଇଛି ଦାହ ଲୀଳା ନୀତି । ରାତିରେ ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ବଢ଼ିବାପରେ ଦକ୍ଷିଣ ଘରୁ ମଦନମୋହନ ଆଜ୍ଞାମାଳ ପାଇ ନାଟ ମଣ୍ଡପ ଖଟ ଉପରେ ବିଜେ ହୋଇଥିଲେ । ସେଠାରେ ଦାହ ଲୀଳା ନୀତି…

ଆଇସିସି ହଲ୍‌ ଅଫ ଫେମ୍‌ ଲିଷ୍ଟରେ ସାମିଲ ହେଲେ ଏହି ଖେଳାଳି

ପୂର୍ବତନ ତିନି ଲୋକପ୍ରିୟ ଖେଳାଳିଙ୍କୁ ଆଇସିସି ହଲ୍‌ ଅଫ ଫେମ୍‌ ତାଲିକାରେ ସାମିଲ କରାଯାଇଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍ରାଉଣ୍ଡର ଜ୍ୟାକ୍ କାଲିସ୍, ଅଷ୍ଟ୍ରେଲିଆ ମହିଳା ବିଶ୍ବକପ୍ ବିଜେତା ଦଳର ସଦସ୍ୟା ଲିସା ସ୍ଥାଲେକର ଏବଂ ପାକିସ୍ତାନ କିଂବଦନ୍ତି ବ୍ୟାଟ୍ସମ୍ୟାନ୍ ଜାହିର ଆବାସ…

ବର୍ଷେ ପରେ ଧରାପଡିଲା କୁଖ୍ୟାତ ଅପରାଧୀ

ଭୁବନେଶ୍ୱର : ବର୍ଷେ ପରେ ଧରାପଡିଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ । ଭୁବନେଶ୍ୱର ଗୌଡ଼ପଡ଼ିଆ ରିଙ୍କୁ ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶୁଭରାଜ ମହାରଣା ସମେତ ୫ ଗିରଫ। ସମସ୍ତଙ୍କୁ ବରୁଣେଇ ପାହାଡ଼ରୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ୨୦୧୯ ମେ ମାସରେ ରିଙ୍କୁଙ୍କୁ ବୋମାମାଡ଼…

ଚିଠି ଲେଖାଯିବା ପଛରେ ବିଜେପିର ଷଡ଼ଯନ୍ତ୍ର ରହିଛି

ନୂଆଦିଲ୍ଲୀ() ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସରେ ଏବେ ନେତୃତ୍ୱ ପରିବର୍ତ୍ତନର ପୂର୍ବାଭାସ ଦେଖାଦେଇଛି । ରାହୁଲ ଗାନ୍ଧୀଙ୍କୁ ଦଳର ଦାୟିତ୍ୱ ଦେବା ନିମନ୍ତେ ଦଳ ଭିତରୁ ଦାବି ହେଉଥିବାବେଳେ ଏନେଇ କିଛି ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ । ଏହି…

କଟକରେ ICU ସୁବିଧା ଥିବା ଦ୍ୱିତୀୟ କୋଭିଡ ହସ୍ପିଟାଲ

କଟକ() ଆଜି ଠାରୁ କାର୍ୟ୍ୟକ୍ଷମ ହେବାକୁ ଯାଉଛି କଟକରେ ICU ସୁବିଧା ଥିବା ଦ୍ୱିତୀୟ କୋଭିଡ ହସ୍ପିଟାଲ । ଜଗତପୁର ସଦଗୁରୁ ହସ୍ପିଟାଲକୁ ରାଜ୍ୟ ସରକାର କୋଭିଡ ହସ୍ପିଟାଲ ଭାବରେ ଗ୍ରହଣ କରିଛନ୍ତି । ୧୫୦ ବେଡ଼ ବିଶିଷ୍ଟ ଏହି ହସ୍ପିଟାଲରେ ଆଜିଠାରୁ ସେବା ଆରମ୍ଭ ହେବ । ଏଠାରେ ଆଇସିୟୁ ସୁବିଧା…

ଆଦିତ୍ୟଙ୍କ ମୃତ୍ୟୁ ମାମଲା, ୪ଜଣଙ୍କ ହେବ ଲାଏ ଡିଟେକସନ ଟେଷ୍ଟ

ଭୁବନେଶ୍ୱର() ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ କେତେ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ମାମଲାର ପର୍ଦ୍ଦାଫାସ ହୋଇ ପାରିନାହିଁ । ଏହି ମାମଲାର ବର୍ତ୍ତମାନ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ । ଏହି ମାମଲାର ଶୀର୍ଷରେ ପହଞ୍ଚିବା ନେଇ ୪ଜଣଙ୍କ ଲାଏ ଡିଟେକସନ ଟେଷ୍ଟ କରିବ…

କରୋନାରେ ଆଉ ୧୦ ଜଣଙ୍କର ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୪୧୯କୁ ବୃଦ୍ଧି

ଭୁବନେଶ୍ବର() ଆଜି ରାଜ୍ୟରେ ୨୯୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୧୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି…

ଆଜି ୨୯୪୯ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାକୁ କାଟିଲା କଟକ

ଭୁବନେଶ୍ବର()ରାଜ୍ୟରେ ଆଜି୨୯୪୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୨୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨୩ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

କିଏ ଧରିବ କଂଗ୍ରେସର ମଙ୍ଗ ?

ନୂଆଦିଲ୍ଲୀ()   ଆଜି ବସିବ ସିଡବ୍ଲୁସି ବୈଠକ । ୨୩ ଜଣ ବରିଷ୍ଠ ନେତାଙ୍କ ଚିଠି ଉପରେ କଂଗ୍ରେସରେ ହେବ ମାନସ ମନ୍ଥନ । ଦଳରେ ଆମୂଳଚୂଳ ପରିବର୍ତ୍ତନ ପାଇଁ ସୋନିଆଙ୍କୁ ଚିଠି ଲେଖିଛନ୍ତି ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ, ବହୁ ସିଡବ୍ଲୁସି ସଦସ୍ୟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ।…