Odia News Portal

କରୋନାରେ ଆଉ ୧୦ ଜଣଙ୍କ ଦେହାନ୍ତ

ଭୁବନେଶ୍ୱର() ରାଜ୍ୟରେ ଆଜି ୨୬୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଳାର ସର୍ବାଧିକ ୪, ଖୋର୍ଦ୍ଧାରୁ ୨ , ଅନୁଗୁଳ, କୋରାପୁଟ,ନୟାଗଡ଼ ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ…

ରାଜ୍ୟରେ ଆଉ ୨୬୯୮ କରୋନା ଆକ୍ରାନ୍ତ ଚିହ୍ନଟ, ଟପରେ ଖୋର୍ଦ୍ଧା

ଭୁବନେଶ୍ୱର() ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୬୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୬୭୫ ଓ ସ୍ଥାନୀୟ ଅଞ୍ଚଳରୁ ୧୦୨୩ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨୭୧୮କୁ ବୃଦ୍ଧି ପାଇଛି ।…

ଖୋଲିଲା ଗୁମର, ଯାଞ୍ଚରେ ପୋଲିସକୁ ମିଛ କହିଥିଲେ ରିୟା, ମହେଶ ଭଟ୍ଟଙ୍କ ସହ ……

ମୁମ୍ବାଇ () ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ନିକଟରେ ସୁପ୍ରିମକୋର୍ଟ ମାମଲାର ଯାଞ୍ଚ ସିବିଆଇକୁ ହସ୍ତାନ୍ତର କରିଛନ୍ତି। ଏହା ପରେ ସିବିଆଇ ଟିମ୍ ମାମଲାର ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଛି। ଅଭିନେତାଙ୍କ ମୃତ୍ୟୁ ପରେ ବଲିଉଡ…

ଏଣିକି ନିୟମ ଭାଙ୍ଗିଲେ ବାତିଲ ହେବ DL

ଭୁବନେଶ୍ୱର() ଦେଶ ଓ ରାଜ୍ୟରେ ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଛି । ସଡ଼କ ଦୁର୍ଘଟଣାରେ ଜୀବନହାନି କୁ ରୋକିବା ପାଇଁ ସରକାର ନୂଆ ନୂଆ ନିୟମ ଲାଗୁ କରୁଛନ୍ତି । କିନ୍ତୁ କେତେ ଜଣ ଅମାନିଆ ରହିଛନ୍ତି ଯେଉଁମାନେ ଟ୍ରାଫିକ ନିୟମକୁ ବେଖାତିର କରୁଛନ୍ତି । କିନ୍ତୁ ଏପରି ଏବେ ଚଳିବ ନାହିଁ । ଏହାରି…

ମନ୍ତ୍ରୀ ଆଶାୟୀଙ୍କ ଆଶାକୁ ଧୂଳିସାତ କରିଦେଲା କରୋନା ମହାମାରୀ

ଭୁବନେଶ୍ୱର : ରାଜ୍ୟ ମନ୍ତ୍ରୀମଣ୍ଡଳର ସ୍ଥାନ ପାଇବାପାଇଁ ପାଗ ଭିଢି ବସିଥିବା ଅନେକଙ୍କ ଆଶାୟୀଙ୍କ ଆଶାରେ ଏବେ କରୋନା ମହାମାରୀ ଧୂଳି ପକାଇ ଦେଇଛି । ସରକାରୀକଳ ପୂରା ଦମ୍‍ରେ କରୋନା ନିୟନ୍ତଣରେ ମାତିଥିବାବେଳେ କେବେ ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ହେବ ତାହା କେହି କହିପାରୁ ନାହାନ୍ତି । ରାଜ୍ୟ…

କରୋନା ଭୟ : ଜଣେ ଯବାନଙ୍କୁ ଗାଁ ଦାଣ୍ଡରେ ପିଟିପିଟି ଅତି ନିର୍ମମଭାବେ ହତ୍ୟା

ଭଞ୍ଜନଗର : କରୋନା ଭୟ । ଜଣେ ଯବାନଙ୍କୁ ଗାଁ ଦାଣ୍ଡରେ ପିଟିପିଟି ଅତି ନିର୍ମମଭାବେ ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବାତୁଲା ଗ୍ରାମରେ । ମୃତ ଯବାନ ସାହସପୁର ଗ୍ରାମର ରଞ୍ଜନ କୁମାର ନାହାକ(୨୬) ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ଘଟଣା…

ବାପା ଦ୍ବାରା ନିର୍ଯ୍ୟାତିତ ହେଉଥିବା ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲଡ ଲାଇନ୍  

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା  ଟଙ୍ଗୀ ଅଞ୍ଚଳରେ ଏକ ହୃଦୟ ବିଦରକ ଘଟଣା  ଦେଖିବାକୁ ମିଳିଛି। ଏକ ନାବାଳିକା ଶିଶୁ କନ୍ୟାକୁ ତାର ଜନ୍ମ କଲା  ବାପା  ନିର୍ଯ୍ୟାତନ ଦେବାର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ସ୍ଥାନୀୟ ଅଞ୍ଚଳରେ ।   ନିର୍ଯ୍ୟାତନା ପୁଣି ଆଉ କେହି ନୁହଁ, ବରଂ ଖୋଦ୍ ନିଜ ଜନ୍ମ …

ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଅନ୍‌ଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର : ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ନାମଲେଖା ପାଇଁ ଆଜିଠାରୁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଆଜି ଦିନ ୧୧ଟାରୁ ଛାତ୍ରଛାତ୍ରୀମାନେ www.samsodisha.gov.in ରେ କମନ ଆପ୍ଲିକେଶନ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଗତକାଲି ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ। ଶନିଙ୍କ ପ୍ରଭାବରୁ କାମ ଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ସମ୍ପନ୍ନ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି।…

ପୁଣି ସେଲ୍ଫି ନେଲା ଜୀବନ

ପଦ୍ମପୁର : ଏବେ ସେଲ୍ଫି ମାୟାରେ ସମସ୍ତେ ବାୟା । ଏହି ସମୟରେ ନିଜର ସୁରକ୍ଷା ପ୍ରତି ବି ଧ୍ୟାନ ଦେଉ ନାହାନ୍ତି । ଏପରି ସେଲ୍‌ଫି ନେବା ବେଳେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଡ ହୋଇ ଯାଇଛନ୍ତି । ପଦ୍ମପୁର ଉପାଖଣ୍ଡ ପାଇକମାଲ ଥାନା ନୃସିଂହନାଥ ଠାରେ ଥିବା ଝରଣା ଉପରୁ…