କୋଣାର୍କ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ପାଇଁ ତାଲିକା ପ୍ରସ୍ତୁତ
କୋଣାର୍କ : ପୁରୀ ଜ଼ିଲ୍ଲା ପ୍ରଶାସନ ନିର୍ଦେଶ କ୍ରମେ ବୁଧ ବାରେ ରାଜସ୍ୱ ବିଭାଗ ଓ ଏନେସି କତୃପକ୍ଷଙ୍କ ପକ୍ଷରୁ କୋଣାର୍କ ସୋନ୍ଦର୍ଯ୍ୟକରଣ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯାୟରେ ସରକାରୀ ଜମିକୁ ଜବର ଦଖଲ କରି ଘର ଓ ଵେବସାୟି ପ୍ରତିଷ୍ଠାନ ଗଢ଼ିଥିବା…
