Odia News Portal

ତୃତୀୟ ପର୍ଯ୍ୟାୟ : ଶ୍ରୀମନ୍ଦିର ସେବାୟତଙ୍କୁ ପୁଣି ଆଜିଠାରୁ ଦିଆଯିବ ହୋମିଓପାଥି ଔଷଧ

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ଆଜିଠାରୁ ପୁଣି ଥରେ ଦିଆଯିବ ହୋମିଓପାଥି ଔଷଧ। କରୋନା ସଂକ୍ରମଣ ମୁକାବିଲା ପାଇଁ ୨ ଦିନ ଧରି ସେମାନଙ୍କୁ ତୃତୀୟ ପର୍ଯ୍ୟାୟରେ ଔଷଧ ବଣ୍ଟନ କରାଯିବ। ରଥଯାତ୍ରା ପୂର୍ବରୁ ଓ ପରେ ପ୍ରାୟ ୫ହଜାର ସେବାୟତ ପରିବାରଙ୍କୁ ହୋମିଓପାଥି ବଣ୍ଟନ କରାଯାଇଥିଲା।…

ମା ବିରଜାଙ୍କ ପୀଠ ଚତୁଃପାର୍ଶ୍ଵରେ ଜାରି ହେଲା ୧୪୪ ଧାରା

ଯାଜପୁର ଟାଉନ : ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ ଚତୁଃପାର୍ଶ୍ଵରେ ଜାରି ହେଲା ୧୪୪ ଧାରା । ବିରଜା ମନ୍ଦିର ସୁରକ୍ଷା ଦାୟିତ୍ବରେ ଥିବା ଜଣେ ପୋଲିସ କର୍ମଚାରୀ କରୋନା ପିଜେଟିଭ ଚିହ୍ନଟ ହୋଇଥିବା ଜରାପଡିଛି । ଯାହାପରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯିବାପରେ,…

ରାଜଧାନୀରେ ସରକାରୀ ହାଇସ୍କୁଲର ଫଳାଫଳ ଅତ୍ୟନ୍ତ ନୈରାଶ୍ୟଜନକ

ଭୁବନେଶ୍ୱର : ରାଜ୍ୟରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବାପରେ ରାଜ୍ୟର ଅନ୍ୟ ଅଞ୍ଚଳ ତ ଦୂରରକଥା ଖୋଦ ରାଜଧାନୀରେ ଥିବା ସରକାରୀ ବିଦ୍ୟାଳୟ ଗୁଡିକ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ହୋଇଛି । ଗତବର୍ଷ ତୁଳନାରେ ପାଶ୍‍ ହାର ବଢିଥିବାରୁ ବିଭାଗୀୟ ମନ୍ତ୍ରୀ ଖୁସିବ୍ୟକ୍ତ କରିଥିବାବେଳେ…

ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର  କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର  କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ସେ କରୋନା ପଜିଟିଭ ହୋଇଛନ୍ତି ବୋଲି ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି। ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସେ ଏହି ଟ୍ବିଟ କରିଛନ୍ତି।…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ବକ୍ରୀ ଶନି ଉତ୍ତରାଷାଢ଼ା ନକ୍ଷତ୍ରରେ ଥିବାରୁ ପ୍ରତ୍ୟେକ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ। କିନ୍ତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଶିଥିଳତା ପରିଲକ୍ଷିତ ହେବ। ଦୈହିକସ୍ବାସ୍ଥ୍ୟ ନିୟନ୍ତ୍ରଣ ଭିତରେ ରହିବ ମାତ୍ର ମାନସିକ ସ୍ଥିତି ମଧ୍ୟମ। ନିଜ ଲୋକମାନେ ଦାଉ…

ଆଜି ପୁଣି ୧୬୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ଆଜି ରାଜ୍ୟରେ ୧୬୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଗଞ୍ଜାମରୁ ସର୍ବାଧିକ ୩୨୪ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତି ଜିଲ୍ଲାରୁ…

ଉପାନ୍ତ ଅଞ୍ଚଳର ବିଧାୟକଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା

ଉପାନ୍ତ ଅଞ୍ଚଳର ବିଧାୟକଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା । ନିଜ ବିଲରେ ମୂଲ ଲାଗି ହଳ କରି ଧାନ ଗଛ ଲଗାଇ ମୂଲିଆଙ୍କ ସହିତ ଚାଷ କାମ କରି ଭାରତର ଉପ ରାଷ୍ଟ୍ରପତିଙ୍କ ଠାରୁ ପ୍ରଶଂସା ସାଉଁଟିଲେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ନବରଙ୍ଗପୁର ଜିଲ୍ଲାର ଦୁଇଟି ଭିନ୍ନ…

ରାଜ୍ୟର ୧୧ଟି ଜିଲ୍ଲାରେ ଯୁବ କଂଗ୍ରେସର ନୂଆ ସଭାପତିଙ୍କୁ ନିଯୁକ୍ତି

ଭୁବନେଶ୍ୱର : ରାଜ୍ୟର ୧୧ଟି ଜିଲ୍ଲାରେ ଯୁବ କଂଗ୍ରେସର ନୂଆ ସଭାପତିଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଏସବୁ ଜିଲ୍ଲାର ଯୁବ ସଭାପତିଙ୍କୁ ନିଯୁକ୍ତି ଦେବା ସହ ଯୁବ କଂଗ୍ରେସର ରାଜ୍ୟ ମିଡିଆ ଟିମ୍ ଓ ଲିଗାଲ୍ ଟିମ୍ ମଧ୍ୟ ନିଯୁକ୍ତି ଦେଇଛନ୍ତି।…

ସିତୁ ବେହେରା ୫୬୭ ନମ୍ବର ରଖି ସମଗ୍ର ରାଜ୍ୟରେ ଟପ୍ପର

ନୟାଗଡ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଅନୁଷ୍ଠିତ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାର ଫଳ ପ୍ରକାଶିତ ହୋଇଛି । ନୟାଗଡ଼ କନିଷ୍ଠ ମହାବିଦ୍ୟାଳୟର ଛାତ୍ର ସିତୁ ବେହେରା ୫୬୭ ନମ୍ବର ରଖି ସମଗ୍ର ରାଜ୍ୟରେ ଟପ୍ପର ହୋଇଥିବାବେଳେ ସେହି କଲେଜର ଛାତ୍ରୀ ମନସ୍ମିତା ମହାନ୍ତି ୫୬୨ ମାର୍କ ରଖି…

ବଜାରରେ ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି ଏହି ଫୋନ, ଜାଣିରଖନ୍ତୁ କଣ ରହିଛି ଏହାର ସ୍ପେଶାଲ ଫିଚର

ବିଶ୍ୱ ସ୍ତରରେ ନୋକିଆର ପେରେଣ୍ଟ କମ୍ପାନୀ ଭାବେ ଜଣା ଏଚଏମ୍ଡି ଗ୍ଲୋବାଲ ସୂଚନା ଦେଇଛିକି, ଖୁବଶୀଘ୍ର କମ୍ପାନୀ Nokia 5.3 ସେଟ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି । ଜାରି ହୋଇଥିବା ଏକ ଖବର ଅନୁଯାୟୀ କମ୍ପାନୀ ଆସନ୍ତା ଅଗଷ୍ଟ ୨୫ ତାରିଖରେ ଏକ ଭରଚୁଆଲ ମିଟିଙ୍ଗ ମାଧ୍ୟମରେ ଏହାକୁ ଲଞ୍ଚ…