Odia News Portal

୧୨ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର() ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କାରଣରୁ କାଲି ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜିଠାରୁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ପଶ୍ଚିମ ଦିଗକୁ ଗତି କରିବାର…

ପିଏମ୍ କେୟାର୍ସରୁ ପାଣ୍ଠି ସ୍ଥାନାନ୍ତର କରାଯାଇପାରିବ ନାହିଁ

ନୂଆଦିଲ୍ଲୀ() ପିଏମ୍ କେୟାର୍ସରୁ ଜାତୀୟ ବିପର୍ୟ୍ୟୟ ମୁକାବିଲା ଫଣ୍ଡକୁ ପାଣ୍ଠି ସ୍ଥାନାନ୍ତର ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ କହିଛନ୍ତି ଯେ, ପିଏମ୍ କେୟାର୍ସରେ ଥିବା ଅର୍ଥକୁ ଜାତୀୟ ବିପର୍ୟ୍ୟୟ ମୁକାବିଲା ପାଣ୍ଠିରେ ଜମା କିମ୍ବା…

ସହରାଂଚଳରେ ସ୍ୱତନ୍ତ୍ର ଟିମ ସରପ୍ରାଇଜ ଯାଂଚ କରିବେ

ଭୁବନେଶ୍ୱର() ଏବର୍ଷ ଖୋର୍ଦ୍ଧାରେ ଗଣେଶ ପୂଜା ପାଳନ କରାଯିବ ନାହିଁ । ସହର ହେଉକି ଗାଁ କୌଣସି ସ୍ଥାନରେ ଗଣେଶ ପୂଜା ପାଳନ କରିବାକୁ ଅନୁମତି ଦିଆଯିବନାହିଁ । ଏମିତିକି ସହରାଂଚଳରେ ସରପ୍ରାଇଜ ଯାଂଚ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି । ଧିରେଧିରେ…

ସାମ୍ନାକୁ ଆସିଲା ‘ଆଦିପୁରୁଷ’ର ପ୍ରଥମ ପୋଷ୍ଟର

ସୁପରଷ୍ଟାର ପ୍ରଭାସ ନିଜ ନୂଆ ପ୍ରୋଜେକ୍ଟର ଘୋଷଣା କରିଛନ୍ତି। ନିର୍ଦ୍ଦେଶକ ଓମ୍‌ ରାଉତଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ରେ ଅଭିନୟ କରିବେ ପ୍ରଭାସ। ସୂଚନାଯୋଗ୍ୟ ଯେ ଓମ୍‌ ରାଉତ ଅଜୟ ଦେବଗନ୍‌ଙ୍କ ସୁପରହିଟ୍‌ ଫିଲ୍ମ ତାନାଜୀରେ ନିର୍ଦ୍ଦେଶନା ଦେଇଥିଲେ। ପ୍ରଭାସ ଆଦିପୁରୁଷର ପୋଷ୍ଟର ନିଜ…

ଗୋଆ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ବଦଳି

ଗୋଆ()କରୋନା ସଙ୍କଟ ସମୟରେ ଗୋଆ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ବଦଳି ହୋଇଛି । ମେଘାଳୟର ନୂଆ ରାଜ୍ୟପାଳ ହୋଇଛନ୍ତି ସତ୍ୟପାଲ । ସେହିପରି ଅତିରିକ୍ତ ଭାବେ ଗୋଆ ଦାୟିତ୍ୱ ଏବେ ତୁଲାଇବେ ଭଗତ ସିଂହ କୋସିୟାରୀ । କୋସିୟାରୀ ଏବେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ…

ରାଜ୍ୟରେ ଏକ ମିଲିୟନ ଟପିଲା କରୋନା ଟେଷ୍ଟିଂ

ଭୁବନେଶ୍ୱର() ରାଜ୍ୟରେ ଏକ ମିଲିୟନ ଟପିଲା କରୋନା ଟେଷ୍ଟିଂ । ଦୀର୍ଘଦିନ ଧରି ପ୍ରଶାସନର ନିଦ ହଜାଇଥିବା ବେଳେ ଏବେ କରୋନାକୁ ମାତ୍ ଦେବାକୁ ସକ୍ଷମ ହେଉଛି ରାଜ୍ୟ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । କରୋନା ଟେଷ୍ଟିଂ ବଢିବା ସହ…

କରୋନାରେ ଆଉ ୯ ଜଣଙ୍କ ମୃତ୍ୟୁ, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୩୬୨କୁ ବୃଦ୍ଧି

ଭୁବନେଶ୍ୱର() ଆଜି ରାଜ୍ୟରେ ୨୨୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୬୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି…

ଆଜି ଆଉ ୨୨୩୯ କରୋନା ପଜିଟିଭ, ୮୨୩ ଲୋକାଲ କେସ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର() ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୨୨୩୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୪୧୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୮୨୩ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪ ହଜାର ୫୩୩କୁ ବୃଦ୍ଧି କରିଛି…

ଅମିତ ଶାହା ଅସୁସ୍ଥ, ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ() ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବିଳମ୍ବିତ ରାତିରେ ହିଁ ଶାହାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ତଦାରଖ କରୁଛି । ନିକଟରେ ଅମିତ ଶାହା କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ ।…

ମହିଳା ବକ୍ସର ସରିତା ଦେବୀଙ୍କୁ କରୋନା

ମୁମ୍ବାଇ : ଭାରତର ବହୁ ଚର୍ଚ୍ଚିତ ମହିଳା ବକ୍ସର ଏଲ୍‌ ସରିତା ଦେବୀ ଓ ସ୍ୱାମୀ ଚଙ୍ଗଥାମ ଥୋଇବା ସିଂହ କରୋନା ସଂକ୍ରମିତ ହୋଇଛନ୍ତି । ଗତ କିଛି ଦିନ ଥଣ୍ଡା ଲାଗି ରହିବା ଫଳରେ ଉଭୟ କୋଭିଡ୍‌ ଟେଷ୍ଟ କରାଇଥିଲେ। ରିପୋର୍ଟ ପଜିଟିଭ ବାହାରିବା ପରେ ଉଭୟଙ୍କ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି…