Odia News Portal

ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ କରୋନା

ଭୁବନେଶ୍ୱର() ଗ୍ରାଗ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ କରୋନାରେ ଆକ୍ରାନ୍ତ ହୋଇଥିବା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସିଂହ ଖୋଦ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ଉକ୍ତ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ, ‘ ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । କିନ୍ତୁ…

ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର()  ସୋମବାର ରାଜ୍ୟ ସରକାର ପୁଣି ଜଣେ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସମ୍ପୃକ୍ତ ଅଧିକାରୀ ଜଣକ ହେଉଛନ୍ତି ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ ମହାନ୍ତି । ଶ୍ରୀ ମହାନ୍ତି କୋରାପୁଟର ତକ୍ରାଳୀନ ଜିଲ୍ଲା କୃଷି ଅଧିକାରୀ ଥିଲେ । ଗତ ଜୁଲାଇ ୨ ତାରିଖରେ ଶ୍ରୀ…

ନିଟ୍ ଓ ଜେଇଇ ପରୀକ୍ଷାକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରି

ନୂଆଦିଲ୍ଲୀ() ସୁପ୍ରିମକୋର୍ଟରେ ନିଟ୍ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବା ନେଇ ଆବେଦନ କରାଯାଇଥିଲା । ଏହି ମାମଲାରେ ଆଜି ସୁପ୍ରିମକୋର୍ଟରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ୩ଜଣିଆ ଖଣ୍ଡପୀଠରେ ଆବେଦନକୁ ଖାରଜ କରାଯାଇଛି । ଏହାସହ ନିଟ୍ ଓ ଜେଇଇ ପରୀକ୍ଷାକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରି…

ସାଥୀ କର୍ମୀଙ୍କ ମୃତ ଶରୀର ଘରେ ପହଞ୍ଚାଇବା ପାଇଁ କାନ୍ଧରେ ବୋହି ବୋହି ନେଲେ ଶବ

ମାଲକାନଗିରି : ମୃତ୍ୟୁ କେତେବେଳେ ଆସେ କେହି କହିପାରେନା। ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ଆମର ସୁରକ୍ଷା ପାଇଁ ସେମାନେ ବଣଜଙ୍ଗଲ ହେଉ କି ପାହାଡ଼ ପର୍ବତ କିମ୍ୱା ନଦୀ ନାଳ ସବୁକୁ ପାର କରି ଶତ୍ରୁକୁ ସଂହାର କରିବାକୁ ଆଗକୁ ବଢ଼ିଥାନ୍ତି। ଯେତେ ବାଧା ବିଘ୍ନ ଆସିଲେ ବି ତାକୁ ଖାତିର…

ଜିଲ୍ଲାପାଳଙ୍କୁ  ରିପୋର୍ଟ ମାଗିଲେ ମନ୍ତ୍ରୀ

ଭୁବନେଶ୍ୱର()  ଲଘୁଚାପ ଜନିତ ଲଗାଣ ବର୍ଷା ପରେ ରାଜ୍ୟରେ ଏବେ ବନ୍ୟା ସ୍ଥିତି ଦେଖାଦେଇଛି । ତେବେ ବନ୍ୟାଜନିତ କ୍ଷୟକ୍ଷତି ନେଇ ଜିଲ୍ଲାପାଳଙ୍କୁ  ରିପୋର୍ଟ ମଗାଯାଇଥିବା ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି  ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବନ୍ୟାଜନିତ କ୍ଷୟକ୍ଷତି…

ମାସେ ସ୍ଥଗିତ ହେଲା ନିର୍ବାଚନ

ପୁଣି କରୋନା ଭାଇରସ ମାମଲା ସାମ୍ନାକୁ ଆସିବା ପରେ ସାଧାରଣ ନିର୍ବାଚନ ମାସେ ପାଇଁ ସ୍ଥଗିତ ରଖିଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ । ୧୦୦ ଦିନ ଯାଏଁ ନ୍ୟୁଜିଲାଣ୍ଡରେ ଗୋଟିଏ ବି କରୋନା ମାମଲା ସାମ୍ନାକୁ ଆସିନଥିଲା | କିନ୍ତୁ ୧୦୨ ଦିନ ହେବ ପରେ ନ୍ୟୁଜିଲାଣ୍ଡରେ…

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପତ୍ନୀଙ୍କୁ ବି କରୋନା

ଭୁବନେଶ୍ୱର()  ‘ସମ୍ବାଦ’ର ଯୁଗ୍ମ ପରିଚାଳନା ନିର୍ଦେଶିକା ସୁଦତା ପଟ୍ଟନାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଶ୍ରୀମତୀ ପଟ୍ଟନାୟକ ଏବଂ ‘ସମ୍ବାଦ’ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଅଧିକ ଚିକିତ୍ସା ପାଇଁ ଅପରାହ୍ନରେ…

ଆଜି ଆଉ ୧୦ ମୁଣ୍ଡ ନେଲା କରୋନା, ଖୋର୍ଦ୍ଧାରୁ ୪

ଭୁବନେଶ୍ୱର() ଆଜି ରାଜ୍ୟରେ ୨୨୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୫୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି…

ଦିନକରେ ୨୨୪୪ ପଜିଟିଭ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୨ ହଜାର ପାର

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୨୨୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨୨୯୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ରୋଟାରୀ ସ୍ମାଇଲ ପକ୍ଷରୁ ସାନିଟାଇଜର ପ୍ରଦାନ

ଭୁବନେଶ୍ୱର : ରୋଟାରୀ କ୍ଲବ ଭୁବନେଶ୍ୱର ସ୍ମାଇଲ ଦ୍ୱାରା ଭୁବନେଶ୍ୱର ମହାନଗର ନିଗମକୁ ୧୦ଟି ହ୍ୟାଣ୍ଡସ ଫ୍ରି ସାନିଟାଇଜର ଡିସପେନସର ପ୍ରଦାନ କରାଯାଇଛି । ରୋଟାରୀ ଜିଲ୍ଲା-୩୨୬୨ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ସୌମ୍ୟରଞ୍ଜନ ମିଶ୍ର ଏହି ସାନିଟାଇଜର ଡିସପେନସରକୁ ଭୁବନେଶ୍ୱର ମହାନଗର…