ଉପନିର୍ବାଚନ ପାଇଁ ଡିଜିଟାଲରେ ପ୍ରଚାର କରିବେ ନବୀନ
ଭୁବନେଶ୍ୱର() ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇସାରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖୁବଶୀଘ୍ର ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି । କିନ୍ତୁ ଉପନିର୍ବାଚନ ପାଇଁ ଡିଜିଟାଲରେ ପ୍ରଚାର କରିବେ ନବୀନ ।
୨୯ରେ ବାଲେଶ୍ୱର ପାଇଁ ନବୀନ…
