ଉଦ୍ଘାଟନ ହେବ କଟକ ମଡେଲ୍ ରାସ୍ତା
କଟକ() ଆଜି ସନ୍ଧ୍ୟାରେ କଟକ ତାଳଦଣ୍ଡା କେନାଲ ନୂତନ ରାସ୍ତା ଉଦ୍ଘାଟନ ହେବ । ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ୩ ଲେନ ବିଶିଷ୍ଟ ଦେଢ଼ କିଲୋମିଟର ରାସ୍ତାର ୫ଟି ସ୍ଥାନରେ ସୁଦୃଶ୍ୟ ପାର୍କିଂ ବ୍ୟବସ୍ଥା କରାଯିବା ସହିତ ରାସ୍ତାକଡ଼ରେ…
