ତାମିଲନାଡୁରେ ଭୁସ୍ଖଳନ : ମାଟି ତଳେ ଫସିିଛନ୍ତି ଦୁଇ ପରିବାର
ବାତ୍ୟା ପେଙ୍ଗାଲ ପ୍ରଭାବରେ ରବିବାର ରାତିରେ ତାମିଲନାଡୁର ତିରୁବନ୍ନାମଲ୍ଲାଇ ଜିିଲ୍ଲାରେ ଭୁସ୍ଖଳନ ହୋଇଛି । ଏହି ଭୁସ୍ଖଳନରେ ଦୁଇ ପରିବାରର ୭ ଜଣ ମାଟି ତଳେ ଦବି ରହିଥିବା ଆଶଙ୍କା କରାଯାଉଛି । ବାତ୍ୟା ପେଙ୍ଗାଲ ଯୋଗୁଁ ଜିଲ୍ଲାରେ ପ୍ରବଳ ବର୍ଷା!-->…
