ଆସୁଛି ଆଉ ଏକ ବାତ୍ୟା !
ଭୁବନେଶ୍ୱର () ଲଘୁଚାପ ବର୍ଷା ଏଯାଏଁ ଛାଡିନି, ଆଣ୍ଡାମାନ ସାଗରରେ ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ । ଏହା ଘନୀଭୂତ ହେଲେ ଅକ୍ଟୋବର ଦ୍ବିତୀୟ ସପ୍ତାହ ବେଳକୁ ସାମୁଦ୍ରିକ ବାତ୍ୟାର ରୂପ ନେଇପାରେ ।
ଓଡ଼ିଶା ଉପରେ ଏହାର କଣ ପ୍ରଭାବ ରହିବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ବାତ୍ୟା ପାଇଁ…
