ଏକ ମାସର ରାଜନୈତିକ ବିବାଦ ପରେ ଗେହଲଟ୍ ଓ ପାଇଲଟ୍ ଭେଟ
ଜୟପୁର : ରାଜସ୍ଥାନରେ ଗତ କିଛି ଦିନ ଧରି ରାଜନୈତିକ ବିବାଦ ଜାରି ରହିଛି। କଂଗ୍ରେସର ବିଦ୍ରୋହୀ ସାଜିଥିବା ସଚିନ ପାଇଲଟ ପୁଣିଥରେ ପାର୍ଟି ସହିତ ଠିଆ ହୋଇଛନ୍ତି। ପ୍ରାୟ ୧ ମାସ ପରେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ପରସ୍ପରକୁ ଭେଟିଛନ୍ତି। କଂଗ୍ରେସର…
