ବିଜେପିକୁ କଂଗ୍ରେସର ଟାର୍ଗେଟ୍, କୁଆଡେ ଗଲା AIIMS ଓ ସୁପର ସ୍ପେସାଲିଟି ହସ୍ପିଟାଲ
ବାଲେଶ୍ୱର() ବାଲେଶ୍ୱର ସଦର ଉପନିର୍ବାଚନ ପୂର୍ବରୁ ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ । ଦଳ ତରଫରୁ ବିଜେପିକୁ ପଚରାଯାଇଛି କିଛି ପ୍ରଶ୍ନ । କୁଆଡେ ଗଲା AIIMS ଓ ସୁପର ସ୍ପେସାଲିଟି ହସ୍ପିଟାଲ । ସରକାରୀ ନର୍ସିଂ କଲେଜର ଯେଉଁ ପ୍ରତିଶ୍ରୁତି ଦେଇଥିଲା ବିଜେପି, ତାହା ଏଯାଏଁ କାହିଁକି…
