Odia News Portal

ଆଜି ୧୯୮୨ ପଜିଟିଭ୍‌ , ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର()  ରାଜ୍ୟରେ ଆଜି ୧୯୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୫୬ ଜଣ ଚିହ୍ନଟ ହୋଇଥିବାବେଳେ ୮୨୬ଟି ଲୋକାଲ କେସ୍‌ ରହିଛି।…

ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର() ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ଭିତରକନିକାକୁ ଆସୁଥିବା ପର୍ଯ୍ୟଟକଙ୍କୁ ରାଜନଗର ବନବିଭାଗ ପ୍ରବେଶ କରିବାକୁ ଅନୁମତି ମିଳିଛି । ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ଥିବା ସ୍ଥଳପଥର ପ୍ରବେଶ ପଥ, ଗୁପ୍ତି, ଖୋଳା ଓ ଚାନ୍ଦବାଲିରୁ ବୋଟ୍‌ ଯୋଗେ ଭିତରକନିକା ଯାଇ…

ସିଲ୍ ହେଲା ରାଜଧାନୀର ଇକୋସ୍ ବାର

ଭୁବନେଶ୍ୱର() କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀରେ ସିଲ୍ ହେଲା ବାର୍ । ରାଜଧାନୀର ଇନ୍ଫୋସିଟି ଅଞ୍ଚଳରେ ଥିବା ଇକୋସ୍ ବାରକୁ ଚଢାଉ କରି ସିଲ୍ କରିଛି ପୋଲିସ । ଏହି ବାର୍‌ରେ ଜନ୍ମଦିନ ପାଳନ ବେଳେ କୋଭିଡ୍ ନିୟମ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା । ଜନ୍ମଦିନ…

୨୨ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ, ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର() ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେବ । ଯାହା ପରବର୍ତ୍ତୀ ୨୪ ଘଣ୍ଟାରେ ଭୀଷଣ ହେବ। ଫଳରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗବିତ୍‌…

ରାଜଧାନୀରେ ନାରୀ ନେତ୍ରୀଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର() ରାଜଧାନୀରେ ଏବେ ଜଣେ ନାରୀ ନେତ୍ରୀଙ୍କୁ ନେଇ ଚର୍ଚ୍ଚା । ନେତ୍ରୀ ଜଣଙ୍କ ଗୋଟିଏ ଦଳର ପଦ ପଦବୀରେ ଅଛନ୍ତି । ହେଲେ ତାଙ୍କ ଅଭିଯୋଗ ଆଧାରରେ ଜଣେ ଯୁବକ ଧର୍ଷଣ ଅଭିଯୋଗରେ ଜେଲ୍‍ରେ ଥିବାବେଳେ ପତିଙ୍କ ସହିତ ତାଙ୍କର ୨୦ଲକ୍ଷ ଟଙ୍କା ମୁଚାଲିକାରେ ଛାଡପତ୍ର ହୋଇ ଯାଇଛି । ସେହିଭଳି…

ପୁରୀ ବଜାରରେ ବଢୁଛି ହିରୋ ବାଇକର ଚାହିଦା

ପୁରୀ()  ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଅଟୋ ମୋବାଇଲ କମ୍ପାନୀ ଗୁଡିକ ନିଜ ଆକର୍ଷଣୀୟ ଅଫରରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ପ୍ରଚେଷ୍ଟା ଆରମ୍ଭ କଲେଣି । ତେବେ ହିରୋ ଅଟୋମୋବାଇଲ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଆକର୍ଷଣୀୟ ଅଫର। ଯେଉଁଥିପାଇ ଏହାର ଚାହିଦା ବଢ଼ିବାରେ ଲାଗିଛି । ବିଶେଷ କରି…

କମିଶନରଙ୍କ ଦାଦା ସାବାଡ ଅଭିଯାନକୁ ସବୁ ମହଲରୁ ପ୍ରଶଂସା

ଭୁବନେଶ୍ୱର()  ଟ୍ୱିନ ସିଟି ପୁଲିସ୍‍ କମିଶନରଙ୍କ ନାଲିଆଖି ପରେ ଏବେ ବଟି ଆଦାୟ କରୁଥିବା ଦାଦାଙ୍କ ଉପରେ ଭାରି ପଡିବା ଆରମ୍ଭ କରି କମିଶନରେଟ ପୁଲିସ୍‍ । ଆଜିଠାରୁ ଉଭୟ ସହରରେ ଆରମ୍ଭ ହୋଇଛି ଦାଦା ସାବାଡ ଅଭିଯାନ । ସବୁ ସ୍ତରରୁ ଏହାକୁ ପ୍ରଶଂସା କରାଯାଉଥିବାବେଳେ ଅନୁରୂପ ଷ୍ଟାଇଲରେ…

ବାଲେଶ୍ବର ବିଜେପି କର୍ମୀ ବିଜେଡିରେ

ବାଲେଶ୍ବର()  ବାଲେଶ୍ବରରେ ବିଜେପିରେ ଅର୍ନ୍ତଦ୍ବନ୍ଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଇତି ମଧ୍ୟରେ ବିଜେପିର ବହୁ ଛାମୁଆ କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ବ ପ୍ରତି ଆସ୍ଥା ପ୍ରକଟ କରି ବିଜେଡିରେ ଯୋଗ ଦେବାକୁ ଲାଗିଛନ୍ତି । ଦଳ ଛାଡି ବିଜେଡି ମୁହାଁ ହୋଇଛନ୍ତି…

ହାଜର ହେଲେନି ଜଗି

ଭୁବନେଶ୍ୱର() ପୁଣି ଆଳ ଦେଖାଇଲେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା । ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍‌ EOWରେ ଆଜି ହାଜର ହେଲେନି ଜଗି । ହାଜର ପାଇଁ ଇମେଲ୍ ଜରିଆରେ ସମୟ ମାଗିଲେ । ଏହାସହ କ୍ରାଇମ୍‌ବ୍ରାଞ୍ଚ୍‌ ଅଫିସ ନୁହେଁ, ଓଟିଭି ଅଫିସରେ ପଚରାଉଚରା…

ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ପୁରୀ() ପୁରୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଐତିହ୍ୟ କରିଡରର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରିଛନ୍ତି । କରୋନା କଟକଣା ପରେ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଉନ୍ନତିକରଣ କାର୍ଯ୍ୟ କେମିଛି ଚାଲିଛି…