Odia News Portal

ଜୁଲିଆ ପଟ୍ଟନାୟକଙ୍କ ଅଫିସ୍‌ରେ ରେଡ୍

ଭୁବନେଶ୍ୱରରେ ଶିଳ୍ପପତି ଜୁଲିଆ ପଟ୍ଟନାୟକଙ୍କ ଅଫିସ୍‌ରେ ଓଞ ରେଡ୍‌ । ଏସ୍‌.ଏନ୍‌. ମହାନ୍ତି କଂପାନୀ ସହ ଲିଙ୍କ୍ ପାଇଁ ଆଇଟି ପକ୍ଷରୁ ରେଡ୍‌ କରାଯାଇଥିବା ସୂଚନା । ଗତକାଲି ଓ ପଅରିଦିନ ଜୁଲିଆଙ୍କ ଅଫିସ୍‌ରେ ରେଡ୍‌ କରିଥିଲା ଓଞ । ଏସ୍‌.ଏନ୍‌ ମହାନ୍ତି କଂପାନୀଠାରୁ ଲୁହାପଥର କିଣିବା

ଓପିଏସସି ସଚିବ ହାଇକୋର୍ଟରେ ହାଜର

ଡେଣ୍ଟାଲ ସର୍ଜନ ନିଯୁକ୍ତି ଆନିମିୟତା ମାମଲା । ହାଇକୋର୍ଟରେ ହାଜର ହେଲେ ଓପିଏସସି ସଚିବ। ୧୧ ଜଣ ନିଯୁକ୍ତି ପାଇଥିବା ନେଇ ସତ୍ୟପାଠ ଦାଖଲ । ୧୧ ଜଣ ନାଁ ସୁପାରିସକୁ ପତ୍ୟହାର ନେଇ ଆବେଦନ । ଜବାବ ଦାଖଲ ପାଇଁ ଆବେଦନକାରୀଙ୍କ ନିର୍ଦେଶ । ଆସନ୍ତା ଡିସେମ୍ବର ୧୬ ରେ ହେବ ପରବର୍ତ୍ତୀ ଶୁଣାଣି ।

ଦ ସାବରମତୀ ରିପୋର୍ଟରୁ ହଟିଲା କର- ମୁକେଶ ମହାଲିଙ୍ଗ

ବଲିଉଡ ଫିଲ୍ମ ଦ ସାବରମତୀ ରିପୋର୍ଟ ଉପରୁ ହଟିଲା ଆମୋଦ କର । ଫିଲ୍ମ ଉପରୁ ଆମୋଦ କର ହଟାଇଲେ ରାଜ୍ୟ ସରକାର । ବିଧାନସଭାର ଶାତକାଳୀନ ଅଧିବେଶନରେ ତୃତୀୟ ଦିନରେ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।

ଶୂନ୍ୟକାଳରେ ଉଠିଲା ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ

 ଶୀତ ଅଧିବେଶନର ତୃତୀୟ ଦିନ ଶୂନ୍ୟକାଳରେ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ ସନାତନ ବିଜୁଳି । ବେଧଡ଼କ ଭାବେ ବାଂଲାଦେଶୀମାନେ ରାଜ୍ୟରେ ପ୍ରବେଶ କରୁଛନ୍ତି । ଏମାନେ ଏଠାକୁ ଆସି ଏମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜମିସ୍ତ୍ରୀ ଓ କାଠ ମିସ୍ତ୍ରୀ କାମ କରୁଛନ୍ତି

ଯୋଜନା ବୋର୍ଡର ହେବ ପୁନର୍ଗଠନ- ମୁଖ୍ୟମନ୍ତ୍ରୀ

ରାଜ୍ୟ ଯୋଜନା ବୋର୍ଡର ହେବ ପୁନର୍ଗଠନ ।  ନୀତି ଆୟୋଗ ଢାଞ୍ଚାରେ ହେବ ପୁନର୍ଗଠନ । ଏନେଇ ବିଶେଷଜ୍ଞମାନଙ୍କ ସହ ଆଲୋଚନା ଚାଲିଛି । ବିଗତ ୨୪ ବର୍ଷରେ ମାତ୍ର ୨ ଥର ବୈଠକ ବସିଛି । ଆଜି ବିଧାନସଭାର ଶୀତକାଳିନ ଅଧିବେଶନର  ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା ରହିଛି ।

ପୁଣି ରାଜଧାନୀରେ ସେକ୍ସ ରାକେଟ ଠାବ, ୪ ଯୁବତୀ ଉଦ୍ଧାର

ସେକ୍ସ କାରବାର ପାଇଁ ଟ୍ୱିନ ସିଟିକୁ କବଜା କଲେଣି ବାଂଲାଦେଶୀ। ଖଣ୍ଡଗିରିରୁ ପୁଣି ଠାବ ହେଲା ରାକେଟ। ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍। ଭୁବନେଶ୍ୱର ଖଣ୍ଡଗିରି ଥାନା ମଧୁସୂଦନ ନଗର ଅଞ୍ଚଳରେ ସେକ୍ସ୍ ରାକେଟ ଠାବ ହୋଇଛି। ୪ ଯୁବତୀଙ୍କୁ ଉଠାଇ ନେଲା ଖଣ୍ଡଗିରି ଥାନା ପୋଲିସ।

ଗିରଫ ହେଲେ କୋଟିପତି ଖଣି ଅଧିକାରୀ

କେନ୍ଦୁଝର କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କୁ ଗୁରୁବାର ଭିଜୀଲାନ୍ସ ଗିରଫ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଗିରଫ କରାଯାଇଛି। ଗତକାଲି ଭିଜିଲାନ୍ସ ଟିମ୍‌ ତାଙ୍କ କେନ୍ଦୁଝର ଘର ଏବଂ ଭୁବନେଶ୍ୱର, ଭବାନୀପାଟଣା, ଯାଜପୁର ସମେତ ୭ଟି ଜାଗାରେ ଏକକାଳୀନ ଚଢ଼ାଉ

ଡିଜି – ଆଇଜି ସମ୍ମିଳନୀ ପାଇଁ ୭୦ ପ୍ଲାଟୁନ ଫୋର୍ସ : ସିପି   

ଡିଜି – ଆଇଜି ସମ୍ମିଳନୀର ସୁରକ୍ଷା ନେଇ ପୋଲିସ କମିଶନରଙ୍କ ସୂଚନା ରହିଛି ।  ୭୦ ପ୍ଲାଟୁନରୁ ଉଦ୍ଧ୍ୱ ଫୋର୍ସ ମୁତୟନ  ରହିବେ କହିଲେ ସିପି । ରାଜ୍ୟ ପୋଲିସ ସହ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ରହିବେ । ସୁରକ୍ଷା ନେଇ  ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି  । ଭାରତ ବିରୋଧୀତ୍ତତତ୍ୱକୁ

ଶପଥ ନେଲେ ହେମନ୍ତ ସୋରେନ

ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ । ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୋରେନ । ରାଞ୍ଚିରେ ହେମନ୍ତ ସୋରେନଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ । ବିଧାନସଭା ନିର୍ବାଚନରେ ​​ଇଣ୍ଡିଆ ବ୍ଲକର ନିର୍ଣ୍ଣାୟକ ବିଜୟର କିଛି ଦିନ ପରେ ଝାଡ଼ଖଣ୍ଡ ମୁଖୀ

ସୁନ୍ଦରଗଡ଼ବାସୀଙ୍କ ଭାବାବେଗକୁ ସମ୍ମାନ ଦେଉଛୁ: ମୁଖ୍ୟମନ୍ତ୍ରୀ

ଉତ୍ତର ଓଡ଼ିଶା ବିକାଶ ପରିଷଦରେ ସୁନ୍ଦରଗଡ଼କୁ ସାମିଲ କରାଯିବାକୁ ପ୍ରସଙ୍ଗ କରି ବିରୋଧୀ ଦଳର ବିଧାୟକଙ୍କ ଦ୍ବାରା ଦିଆଯାଇଥିବା ବୟାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜବାବ ରଖିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ‘ରେ ଲେଖିଛନ୍ତି, ସୁନ୍ଦରଗଡ଼ବାସୀ ଦୀର୍ଘ ବର୍ଷ ଧରି ଆମକୁ ଆଶୀର୍ବାଦ କରି