ସମ୍ବିତ ଓ ଅପରାଜିତା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା
ନୂଆଦିଲ୍ଲୀ() ବିଜେପି କେନ୍ଦ୍ରୀୟ ଟିମର ଆଜି ନୂଆ କର୍ମକର୍ତ୍ତାଙ୍କ ନାଁ ଘୋଷଣା ହୋଇଛି । ଏହାକୁ ଘୋଷଣା କରିଛନ୍ତି ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା । ନୂଆ ଟିମରେ ୧୨ ଉପସଭାପତି ଓ ୮ ଜଣ ସାଧାରଣ ସମ୍ପାଦକ ରହିବେ । ସାଂସଦ ବିଶ୍ୱେଶ୍ୱର ଟୁଡୁ ହୋଇଛନ୍ତି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ।…
