Odia News Portal

୩ଟି ପର୍ୟ୍ୟାୟରେ ଭୋଟ ଗ୍ରହଣ, ୧୦ରେ ରେଜଲ୍ଟ

ନୂଆଦିଲ୍ଲୀ() ବାଜିଲା ବିହାର ନିର୍ବାଚନ ବିଗୁଲ । ବିହାର ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ତାରିଖ ଘୋଷଣା କରାଯାଇଛି । ଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ତଦନୁଯାୟୀ…

ତିର୍ତ୍ତୋଲରେ ମହାନଦୀ ଉପରରେ ନିର୍ମାଣ ହେବ ସେତୁ

ଜଗତସିଂହପୁର()  ଜଗତସିଂହପୁରରୁ ତିର୍ତ୍ତୋଲରେ ଉଚ୍ଚ ସେତୁ ନିର୍ମାଣ ହେବ ।   ତିର୍ତ୍ତୋଲରେ ମହାନଦୀ ଉପରେ ସେତୁ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।  ତିର୍ତ୍ତୋଲ-ପୋଷଳ ଶଙ୍ଖେଶ୍ୱର ରାସ୍ତାର ମହାନଦୀରେ ସେତୁ ନିର୍ମାଣ ହେବ ।  ୮୮୮.୮୯ ମିଟର ଦୀର୍ଘ ସେତୁ ନିର୍ମାଣ…

ଆଉ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର() ରାଜ୍ୟରେ ଆଜି  ୪୦୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪, ପୁରୀରୁ ୩, ମୟୁରଭଞ୍ଜରୁ ୨, ରାୟଗଡ଼ା, କଟକ, କେନ୍ଦ୍ରାପଡ଼ା, କନ୍ଧମାଳ, ବଲାଙ୍ଗୀର ଓ ଅନୁଗୁଳରୁ ଜଣେ  ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ…

ଆଜି ୪୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୭୨୫

ଭୁବନେଶ୍ୱର()  ରାଜ୍ୟରେ ଆଜି ୪୨୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ ୨୪୬୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୭୪୬ ଟି ଲୋକାଲ କେସ ରହିଛି  । ଏହି ୪୨୦୮ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୧୦୯୬ ରେ…

ସଞ୍ଜୟ ଦାସବର୍ମାଙ୍କୁ କରୋନା

ଭୁବନେଶ୍ୱର()  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ବିଧାୟକଙ୍କଠାରୁ ଆରମ୍ଭ କରି ସାଂସଦ, ମନ୍ତ୍ରୀ କରୋନା ରେ ଆକ୍ରାନ୍ତ ହେଉଛନ୍ତି । ଏହାରି ମଧ୍ୟରେ ଆଜି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କରୋନା କବଜାକୁ ଆସିଛନ୍ତି । ଏହାସହ ତାଙ୍କ…

ବିରାଟ କୋହଲିଙ୍କୁ ୧୨ ଲକ୍ଷ ଜରିମାନା

ଦୁବାଇ() କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିପକ୍ଷ  (KXIP Vs RCB ) ମ୍ୟାଚରେ ହାରିବା ପରେ କ୍ୟାପଟେନ୍ ବିରାଟ କୋହଲିଙ୍କ ଅଡୁଆ ସରୁନି। ବିରାଟ କୋହଲିଙ୍କ ଉପରେ ସ୍ଲୋ-ଓଭର ରେଟ୍ ପାଇଁ ୧୨ ଲକ୍ଷ ଟଙ୍କା ଜରିମାନା ଲାଗିଛି। ବିରାଟରଙ୍କ ଟିମ୍ ନିର୍ଦ୍ଧାରିତ ସମୟରେ ୨୦ ଓଭର ପୂରଣ କରିନଥିଲେ। ଏହି…

୧୯୫ ଭେଣ୍ଟିଲେଟରରୁ ରାଜଧାନୀରେ ୧୦୨ଟି ଖାଲି

ଭୁବନେଶ୍ୱର() ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ରୋଗୀଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମଧ୍ୟ ଆଇସିୟୁ ଓ କୌଣସି ବ୍ୟବସ୍ଥା ପାଇଁ ଅସୁବିଧା ନାହିଁ ।…

ମୋବାଇଲ ଆପରେ ଦାଖଲ ହେବ ନାମାଙ୍କନ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ ଆ​ୟୋଗ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏବେ ପ୍ରାର୍ଥୀଙ୍କ ନାମାଙ୍କନ ପାଇଁ ମୋବାଇଲ ଆପରେ କାମ ଚାଲିଛି। ଏହା ମାଧ୍ୟମରେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ।ତେବେ ଏ ଆପକୁ ବିହାର ନିର୍ବାଚନ ପୂର୍ବରୁ ଜାରି କରାଯାଇପାରେ। ପ୍ରଥମଥର ପାଇଁ…

କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ହୃଦରୋଗ ସମସ୍ୟା ବଢିପାରେ

ଭୁବନେଶ୍ବର()  କରୋନାରେ ଅଧିକ ପ୍ରଭାବିତ ହେଉଛନ୍ତି ମଧୁମେହରେ ପୀଡିତ ରୋଗୀ ଓ ହୃଦରୋଗୀ । ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଆକ୍ରାନ୍ତ ହୃଦରୋଗୀଙ୍କୁ ଡାକ୍ତର ମହେନ୍ଦ୍ର ତ୍ରିପାଠୀ ପରାମର୍ଶ ଦେଇ କହିଛନ୍ତି ଯେ, ‘ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ହୃଦରୋଗ ସମସ୍ୟା ବଢିପାରେ । କରୋନାରେ…

ନିର୍ବାଚନ ହାରିଲେ ବି ଛାଡିବିନି ଗାଦି

ନ୍ୟୁୟର୍କ() ଆସନ୍ତା ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଯଦି ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାସ୍ତ ହୁଅନ୍ତି ତେବେ ସେ ଶାନ୍ତିପୂର୍ଣ୍ଣ ଭାବେ ଶାସନ ଗାଦି ଅନ୍ୟକୁ ଦେବା ପାଇଁ ମନା କରିଦେଇଛନ୍ତି । ଭବିଷ୍ୟତରେ କଣ ହେବ ତାକୁ ଅପେକ୍ଷା…