୨୬ରେ ଦୀଲ୍ଳିପଙ୍କ ଦଣ୍ଡ ଶୁଣାଣି
ଭୁବନେଶ୍ୱର() କୋଇଲା ଖଣି ଆବଣ୍ଟନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୀଲ୍ଳିପ ରାୟଙ୍କ ଦଣ୍ଡ ଶୁଣାଣି ଆସନ୍ତା ୨୬ ତାରିଖକୁ ଘୁଞ୍ଚାଯାଇଛି । ୧୯୯୯ ମସିହାରେ କେନ୍ଦ୍ର ମନ୍ତ୍ରୀ ରହିଥିବା ସମୟରେ ଝାରଖଣ୍ଡରେ ହୋଇଥିବା ଏକ କୋଇଲା ଖଣି ଆବଣ୍ଟନ ମାମଲାରେ…
