ଭୁବନେଶ୍ୱରରୁ ଆଉ ୩୪୯ ପଜିଟିଭ୍
ଭୁବନେଶ୍ୱର() ଭୁବନେଶ୍ୱରରୁ ଆଉ ୩୪୯ ଜଣ କରୋନା ପଜିଟିଭ୍ ଚିହ୍ନଟ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୯୮୯୩ରେ ପହଞ୍ଚିଛି । ଗୁରୁବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୨୦ ଜଣ ରହିଥିବା ବେଳେ ୨୨୯ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।
…
