ଗୃହରେ ବିରୋଧୀଙ୍କ ପ୍ରସଙ୍ଗ : ‘ରାଜ୍ୟରେ ସୁରକ୍ଷିତ ନାହାନ୍ତି ମହିଳା , ନାବାଳିକା ‘
ରାଜ୍ୟରେ ନାବାଳିକା ଓ ମହିଳା ମାନେ ଅସୁରକ୍ଷିତ ଏ ନେଇ ଗୃହରେ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ । ଏଥିସହ ସେ କହିଛନ୍ତି କଟକ, ଭୁବନେଶ୍ୱର ,କୁଚିଣ୍ଡା , ବଙ୍ଗୋମୁଣ୍ଡା ସମତେ ରାଜ୍ୟରେ ବିଭିନ୍ନ ଅଂଚଳରେ ଘଟୁଛି ମହିଳା ମାନେ ନାହାନ୍ତି ସୁରକ୍ଷିତ ବଢୁଛି ଦୁଷ୍କର୍ମ । ଏଥିସହ ସେ!-->…
