ଚୀନ ଓ ତୁର୍କୀ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ
ସୀମା ପାର୍ ହୋଇ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରି ସେନା ଦ୍ୱାରା କରାଯାଇଥିବା ଆତଙ୍କବାଦୀ ବିରୋଧୀ ଅଭିଯାନ ସଂପର୍କରେ ଭୁଲ୍ ତଥ୍ୟ ଦେଇଥିଲା ଚୀନର ଏକ ଗଣମାଧ୍ୟମ ସଂସ୍ଥା। ଭାରତୀୟ ସେନା ପକ୍ଷରୁ ହୋଇଥିବା ‘ଅପରେସନ୍ ସିନ୍ଦୂର’ ସମ୍ପର୍କରେ କେନ୍ଦ୍ର ଦ୍ୱାରା ବର୍ଣ୍ଣନା!-->…
