Odia News Portal

କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୮ ରୋଗୀ ମୃତ

ଗୁଜୁରାଟ: କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ। ଗୁଜୁରାଟ ଅହମ୍ମଦାବାଦର ଶ୍ରେୟ ହସ୍ପିଟାଲରେ ନିଆଁ ଲାଗି ୮ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଖବର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ତେବେ ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଁଚି ପାଖାପାଖି ୪୦ଜଣ ରୋଗୀଙ୍କୁ ଉଦ୍ଧାର କରିଥିବା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜିର ଏକାଦଶସ୍ଥ ଚନ୍ଦ୍ର ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। ଶିଳ୍ପ,ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ। ନୂତନ ଗୃହୋପକରଣ କ୍ରୟ କରିପାରନ୍ତି। ବୃଷ…

ଲଗାଣ ବର୍ଷାରେ ନୁଆପଲ୍ଲୀ ବେହାଲ

ଭୁବନେଶ୍ଵର : ଲଗାଣ ବର୍ଷାରେ ଇସ୍କନ ପାଣି ୱାର୍ଡ ନଂ ୩୭ ବେହେରାସାହି ଅଞ୍ଚଳର କିଛି ଘରେ ପାଣି ପସିଯିବା ସହ ଏକ ପୁରୁଣା ଡ୍ରେନ୍ ର ୬୦ ଫୁଟରୁ ଉର୍ଦ୍ଧ୍ବ ପାଚେରୀ ଭାଙ୍ଗିଯାଇଛି । ନୁଆପଲ୍ଲୀରେ ବାହାର ପାଣି ନିଷ୍କାସନ ପାଇଁ ଚାଲିଛି ମୁଖ୍ୟ ଡ୍ରେନ୍ କାମ କ୍ରିଷ୍ଣା ଟାୱାର ଠାରୁ ଦମୟନ୍ତୀ…

ଆସ୍କା ବିଧାୟିକାଙ୍କ ତତ୍ତ୍ଵାବଧାନରେ କୋଭିଡ୍ ଯୋଦ୍ଧାଙ୍କ ଉଦ୍ଧେଶ୍ୟରେ ନୀରବ ପ୍ରାର୍ଥନା

ଗଞ୍ଜାମ : ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସମଗ୍ର ରାଜ୍ୟରେ କୋଭିଡ୍ ଯୋଦ୍ଧାଙ୍କ ପ୍ରତି ସମ୍ମାନ ଜଣାଇ ନୀରବ ପ୍ରାଥନା କରିଥିବା ବେଳେ।ଗଞ୍ଜାମ ଜିଲ୍ଲା ଆସ୍କା ବସଷ୍ଟାଣ୍ଡ ଠାରେ ଆସ୍କା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ଵାଇଁଙ୍କ ତତ୍ୱାବଧାନରେ କୋଭିଡ୍…

ବିଜେଡ଼ି କାର୍ଯ୍ଯାଳୟରେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନାର୍ଥେ ନୀରବ ପ୍ରାର୍ଥନା ଓ କୋଭିଡ଼୍ ନିୟମ ଅନୁପାଳନ ନିମନ୍ତେ ଶପଥ…

ଭୁବନେଶ୍ଵର : କରୋନା ମହାମାରୀର ଘଡିସନ୍ଧି ମୁହୂର୍ତ୍ତରେ ନିଜ ଘର ପରିବାରକୁ ଭୁଲି ତ୍ଯାଗ ଓ ସମର୍ପଣ ମନୋଭାବ ଘେନି ଦିନ ରାତି ଅନବରତ ଭାବେ ଡ଼ାକ୍ତର, ପାରାମେଡ଼ିକାଲ୍ କର୍ମଚାରୀ, ପୋଲିସ୍, ଅଙ୍ଗନବାଡ଼ି ଓ ଆଶା କର୍ମୀ ଆଦି କୋଭିଡ୍ ଯୋଦ୍ଧାମାନେ ନିଜ ଶ୍ରମ ଦାନ କରିଚାଲିଛନ୍ତି । ସେମାନଙ୍କ…

ରାଜ୍ୟକୁ ଅଧିକ ପରିମାଣର ସାର ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ

ଭୁବନେଶ୍ୱର() କୋଭିଡ୍‌-୧୯ସ୍ଥିତିରେ ଚଳିତ ଖରିଫ୍‌ ଚାଷ ନିମନ୍ତେ ଚାଷୀମାନେ ଯେପରି ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀଠିକଣା ସମୟରେ ଓ ଧାର୍ଯ୍ୟ ଦରରେ ପାଇପାରିବେ ସେଥି ନିମନ୍ତେ ପ୍ରତ୍ୟେକ ସ୍ତରରେ ତଦାରଖ ବ୍ୟବସ୍ଥାକୁଅଧିକ କଡ଼ାକଡ଼ି କରାଯାଇଛି ଓ ରାଜ୍ୟକୁ ଅଧିକ ପରିମାଣର ସାର ଯୋଗାଇଦେବା…

କଟକ ସହରରୁ ଆଜି ୧୪୩ ନୂଆ ପଜିଟିଭ

କଟକ: ଆଜି କଟକ ସହରରୁ ୧୪୩ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୩୨୫କୁ ବୃଦ୍ଧି ପାଇଛି । ଆଜି ସକାଳେ କଟକ ଜିଲ୍ଲାର ୧୬୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣା ଯାଇଥିବା ବେଳେ ସେମଧ୍ୟରୁ ୧୪୩ଜଣ କଟକ ସହରର ଅଛନ୍ତି । ଏଯାବତ ଆକ୍ରାନ୍ତଙ୍କ…

ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଭିଏସସ ନଗରରେ ନୀରବ ପ୍ରାର୍ଥନା ଓ ଶପଥ ପାଠ କାର୍ଯ୍ୟକ୍ରମ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ମହାମାରୀ କରୋନା ସମୟରେ ଜୀବନକୁ ବଳିଦାନ ଦେଇଥିବା କରୋନାଯୋଦ୍ଧା ମାନଙ୍କ ସମ୍ମାନାର୍ଥେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଭିଏସସନଗର ତରଫରୁ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହିତ କରୋନା ଯୋଦ୍ଧା ମାନଙ୍କୁ ଉତ୍ସାହିତ…

ଯୋଦ୍ଧାଙ୍କ ପାଇଁ ନିରବପ୍ରାର୍ଥନା ଓ ପ୍ରଭୁଶ୍ରୀରାମଚନ୍ଦ୍ରଙ୍କ ପାଇଁ ଦୀପ ପ୍ରଜ୍ୱଳନ

ଭୁବନେଶ୍ୱର : କରୋନା ମହାମାରୀ ଯେତେବେଳେ ସମଗ୍ର ପୃଥିବୀକୁ ଗ୍ରାସ କରିଛି କରୋନା ରାକ୍ଷସର ଅନଳ ଗର୍ଭଭିତରେ ଶହଶହ ନିରୀହ ମଣିଷ ଲୀନ ହୋଇଯାଉଛନ୍ତି ସେଥିରୁ ଆମ ରାଜ୍ୟ ଓଡ଼ିଶା ବାଦ୍ ଯାଇନି ଚାରି ଆଡ଼େ ହାଃ ହାଃ କାର, ଧନ, ଜୀବନ, ଜୀବିକା ଅର୍ଥନୀତି ବିପର୍ଯ୍ୟସ୍ତ ସବୁ ଠପ୍ ହୋଇଯାଇଛି । ଲୋକେ…

ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ଲାଗି ୪ଟି କର୍ମଶାଳା

ଭୁବନେଶ୍ୱର() ଜୁଲାଇ ୨୯ ତାରିଖରେ କେନ୍ଦ୍ର ସରକାର ଜାତୀୟ ଶିକ୍ଷାନୀତି -୨୦୨୦ ଘୋଷଣା କରିଛନ୍ତି । ଓଡିଶାର ସ୍ୱାର୍ଥ ଦୃଷ୍ଟିରୁ ଘୋଷିତ ନୂତନ ଶିକ୍ଷାନୀତି ସମ୍ପର୍କରେ ବ୍ୟାପକ ଆଲୋଚନା ଓ ପର୍ଯ୍ୟାଲୋଚନାର ଆବଶ୍ୟକତା ଅନୂଭବ କରି ବିଜୁ ଜନତା ଦଳର କଳା, ସଂସ୍କୃତି ଓ ମାନବ ସମ୍ବଳ ବିଭାଗ…