Odia News Portal

ଆଜି ଆଉ ୧୩୩୭ ନୂଆ ପଜିଟିଭ, ଖୋର୍ଦ୍ଧାରୁ ୧୯୬

ଭୁବନେଶ୍ବର() ଆଜି ରାଜ୍ୟରେ ରେକର୍ଡ ସଂଖ୍ୟାକ ୧୩୩୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୧୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫୨୨ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯ ହଜାର ୦୧୮ କୁ ବୃଦ୍ଧି କରିଛି । ପୁଣି କରୋନାରେ…

ଗ୍ୟାସ୍ ସିଲିଣ୍ଡର ଫାଟି ୪ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ରସାଳପୁର ଗାଁରେ ଗ୍ୟାସ୍ ସିଲିଣ୍ଡର ଫାଟି ୪ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ପ୍ରଥମେ ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗାଁସ…

କରୋନା ସଂକଟ ବେଳେ ବିରଜା ମନ୍ଦିର ସେବାୟତ କଲେ ରକ୍ତଦାନ

ଯାଜପୁର ଟାଉନ : ଯାଜପୁର ବିରଜା କଲ୍ୟାଣ ମଣ୍ଡପ ପରିସରରେ ମା ବିରଜା ମନ୍ଦିର ସେବାୟତଙ୍କ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଶୋକ ଦାସ ଫାଉଣ୍ଡେସନର ସହଯୋଗରେ ଆଜି ଆୟୋଜିତ ଏହି ରକ୍ତଦାନ ଶିବିରକୁ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଉଦଘାଟନ କରିଥିଲେ । କୋରୋନା…

ଲମ୍ବା ପ୍ରତୀକ୍ଷା ପରେ ଶୁଖିଲା ଜମିକୁ ଭିଜାଇଛି ବର୍ଷା : ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ବେଶି ବର୍ଷିବ

ଭୁବନେଶ୍ୱର : ଯାହା ପୂର୍ବାନୁମାନ କରାଯାଉଥିଲା, ସେଇଆ ହେଲା । ଲମ୍ବା ପ୍ରତୀକ୍ଷା ପରେ ଶୁଖିଲା ଜମିକୁ ଭିଜାଇଛି ବର୍ଷା । ଚାଷୀ ମନରେ ଭରିଛି ଆଶା । ଉତ୍ତର ବଙ୍ଗୋପସାଗରରେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ପାଖାପାଖି ଲଘୁଚାପ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଉପକୂଳ ଓଡ଼ିଶା ଓ ସଂଲଗ୍ନ…

ଲେବାନନ୍‌ ରାଜଧାନୀ ବିରଟରେ ବିସ୍ଫୋରଣ

ବିରଟ : ଲେବାନନ୍‌ ରାଜଧାନୀ ବିରଟରେ ବିସ୍ଫୋରଣ । ସହରର ବନ୍ଦର ଅଞ୍ଚଳରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିବା ଜଣାପଡିଛି । ବିସ୍ଫୋରଣରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୪ହଜାରରୁ ଅଧିକ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ଆକାଶ ଧୂଆଁରେ ଆଚ୍ଛାଦିତ ହୋଇଯାଇଥିବା ଦେଖିବାକୁ ମିଳିଥିଲା।…

ଆଜିଠୁ ଖୋଲିଲା ଜିମ୍‌ ଓ ଯୋଗ ଅନୁଷ୍ଠାନ

ଭୁବନେଶ୍ବର: ଆଜିଠୁ ଖୋଲିଲା ଜିମ୍‌ ଓ ଯୋଗ ଅନୁଷ୍ଠାନ । କଡ଼ା କୋଭିଡ କଟକଣା ଭିତରେ ବ୍ୟାୟାମ ପାଇଁ ମିଳିଛି ଅନୁମତି । ଅତି କମ୍‌ରେ ୬ ଫୁଟ୍‌ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ଫେସ୍‌ କଭର ବା ଫେସ୍‌ ମାସ୍କ ବାଧ୍ୟତାମୂଳକ। ତେବେ ବ୍ୟାୟାମ ସମୟରେ ମାସ୍କ ନପିନ୍ଧିବାକୁ କୁହାଯାଇଛି । ବିଶେଷ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜିର ଏକାଦଶସ୍ଥ ଚନ୍ଦ୍ର ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। ଶିଳ୍ପ,ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ। ନୂତନ ଗୃହୋପକରଣ କ୍ରୟ କରିପାରନ୍ତି। ବୃଷ…

କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ରାଜ୍ୟବାସୀଙ୍କୁ ବୁଧବାର ସନ୍ଧ୍ୟା ୬ଟା ୧୧ ମିନିଟ୍‌ରେ ନୀରବ ପ୍ରାର୍ଥନା କରିବାକୁ ଅପିଲ୍‌…

ଭୁବନେଶ୍ୱର : କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ରାଜ୍ୟବାସୀଙ୍କୁ ବୁଧବାର ସନ୍ଧ୍ୟା ୬ଟା ୧୧ ମିନିଟ୍‌ରେ ନୀରବ ପ୍ରାର୍ଥନା କରିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିମ୍ନରେ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌ର ସବିଶେଷ ବର୍ଣ୍ଣନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

କୋଭିଡ ଯୋଦ୍ଧାଙ୍କ ଲାଗି ଏକ ମିନିଟ

ଭୁବନେଶ୍ବର() ମାନବ ଜାତି ତାର ଇତିହାସର ସବୁଠାରୁ କଷ୍ଟକର ପରିସ୍ଥିତି ମଧ୍ୟ ଦେଇ ବର୍ତ୍ତମାନ ଗତି କରୁଛି। କୋଭିଡ ମହାମାରୀ ଆଜି ସାରା ମାନବ ଜାତି ପାଇଁ ଏକ ଅଭୁତପୂର୍ବ ଆହ୍ବାନ ସୃଷ୍ଟି କରିଛି ଏବଂ ପ୍ରତ୍ୟେକ ଦେଶ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି । ଭାରତ ମଧ୍ୟ କୋଭିଡ…

ଆଜି ସର୍ବାଧିକ ରେକର୍ଡ ସଂଖ୍ୟାକ ୧୪୦୯ କରୋନା ରୋଗୀ ସୁସ୍ଥ

ଭୁବନେଶ୍ଵର : ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ଆଜି ରେକର୍ଡ ସଂଖ୍ୟାକ ୧୪୦୯ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥ ମାନଙ୍କ ମଧ୍ୟରେ ଅଛନ୍ତି ଗଂଜାମରୁ ୨୫୮ ଜଣ, ଖୋର୍ଦ୍ଧାରୁ ୨୧୮ ଜଣ, ରାୟଗଡ଼ାରୁ ୧୨୮ ଜଣ,…