Odia News Portal

ମୋଦି କ୍ୟାବେନଟର ଆଉ ଜଣେ ମନ୍ତ୍ରୀ କୋରୋନା ସଂକ୍ରମିତ

ନୂଆଦିଲ୍ଲୀ: ମୋଦି କ୍ୟାବେନଟର ଆଉ ଜଣେ ମନ୍ତ୍ରୀ କୋରୋନା ସଂକ୍ରମିତ ହୋଇଛନ୍ତି । ଆଜି(ମଙ୍ଗଳବାର) କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରୋନା ସଂକ୍ରମିତ ବୋଲି ଜଣାପଡ଼ିଛି । ତାଙ୍କୁ ହରିୟାଣାର ଗୁରୁଗ୍ରାମ ସ୍ଥିତ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ, ତାଙ୍କ…

କନ୍ଧମାଳରେ ପିଲା ବିକ୍ରି ଅଭିଯୋଗ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ବଲସକୁମ୍ପା ପଂଚାୟତର ବୁଡୁପଡାରେ ପିଲା ବିକ୍ରି ଅଭିଯୋଗ ହେଇଛି । ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ଜଗଦୀଶ ଦିଗାଲ ପ୍ରମୋଦିନୀ ଦିଗାଲଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପ୍ରମୋଦିନୀଙ୍କ ଟିକେ ମସ୍ତିଷ୍କ ବିକୃତ ଥିଲା। ତାଙ୍କର ଗୋଟେ ୯ ବର୍ଷର…

ପରିବର୍ତନଶୀଳ ପରିବେଶ ସହ ହୋଟେଲ ଶିଳ୍ପ ଖାପ ଖୁଆଇବା ଜରୁରୀ

ଭୁବନେଶ୍ୱର() ବିଶ୍ୱରେ ଦ୍ରୁତଗତିରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ ହେଉଥିବା ବେଳେ ବର୍ତମାନ ପରିସ୍ଥିତିରେ ଶିକ୍ଷା ଗ୍ରହଣ ପ୍ରକ୍ରିୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହୋଟେଲ୍ ଶିଳ୍ପରେ କିଭଳି ପଦକ୍ଷେପ ନିଆଯିବା ଦରକାର ସେ ବିଷୟରେ ଏକ ଭର୍ଚୁଆଲ୍ ଲେକ୍‌ଚର ସିରିଜି୍‌ରେ ଆଲୋଚନା କରାଯାଇଛି…

ଆସନ୍ତୁ ବର୍ଷା ପାଗର ମଜା ନେଵା ଏପରି, ଘରେ ବନାନ୍ତୁ ମୁସମୁସ୍‌ ପୋହା

ବର୍ଷା ଆରମ୍ଭ ହୋଇଯାଇଛି। ଏବେ ମୌସୁମୀ ବର୍ଷା କରିବାରେ ବ୍ୟସ୍ତ। ତେବେ ଏହି ବର୍ଷା ପାଗରେ ଯଦି କିଛି ଚଟପଟା ନ ଖାଇବେ ତାହେଲେ ଏହାର କିଛି ମଜା ନାହିଁ। ବର୍ଷା ପାଗରେ ସବୁବେଳେ ଇଚ୍ଛା ହୋଇଥାଏ କିଛି ଚଟପଟା ଖାଇବାକୁ ମନ ହୋଇଥାଏ। ଏଣୁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସହଜ ରେସିପି।…

ସିବିଆଇ ଯାଞ୍ଚ ନାଁ ଶୁଣି ଡରିଗଲେଣି ରିୟା ଚକ୍ରବର୍ତ୍ତୀ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ରହସ୍ୟ ଏଯାଏଁ ଫିଟିପାରୁନାହିଁ। ଏବେ ମାମଲାର ତଦନ୍ତ ମୁମ୍ବାଇ ପୋଲିସ ସହ ବିହାର ପୋଲିସ ମଧ୍ୟ କରୁଛି। ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ଅଭିଯୋଗ ହେବା ପରେ ଏବେ ପୋଲିସ ରିୟାଙ୍କୁ ଖୋଜୁଛି। ଏହି ମାମଲାରେ ଏବେ ରିୟାଙ୍କ ଓକିଲ କହିଛନ୍ତି…

ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ ଗଠନ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର () କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଦ୍ରୁତ ପ୍ରଗତି ଦିଗରେ ସାମାଜିକ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ସୋସିଆଲ୍‌ ମିଡିଆର ବହୁଳ ଉପଯୋଗ କରିବା ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ନିଆଯାଇଛି । ସଂପ୍ରତି କୋଭିଡ୍‌-୧୯ ସ୍ଥିତିରେ…

ଭୁବନେଶ୍ୱରରୁ ଆଉ ୧୪୯ ପଜିଟିଭ, ୫୧ ଲୋକାଲ କେସ

ଭୁବନେଶ୍ୱର() ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ଆଉ ୧୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ୍ ପଜିଟିଭ୍ ସଂଖ୍ୟା ୩୨୧୭ରେ ପହଁଚିଛି ।ନୂଆ ପଜିଟିଭ୍ ମଧ୍ୟରୁ ୯୮ଜଣ କ୍ୱାରଣ୍ଟାଇନରେ ଥିବା ବେଳେ ୫୧ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସୂଚନା ଅନୂସାରେ, ରାଜଧାନୀରେ…

ଏହି ଅଭିନେତ୍ରୀ ଡିଜିଟାଲରେ ଡେବ୍ୟୁ କରିବା ପାଇଁ ପ୍ରସ୍ତୁତ

ମୁମ୍ବାଇ : ଟିଭିର ଫେମସ ଅଭିନେତ୍ରୀ ଟୀନା ଦତ୍ତା ଆଗାମୀ ୱେବ୍ ସିରିଜ ମାଧ୍ୟମରେ ଡିଜିଟାଲ୍ ଦୁନିଆରେ ପାଦ ରଖିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଟିଭି ଶୋ ‘ଉତ୍ତରନ’ରୁ ଫେମସ ହୋଇଥିବା ଏହି ଅଭିନେତ୍ରୀଙ୍କ କହିବାନୁସାରେ ସେ ଡିଜିଟାଲ୍  ସ୍ପେଶ୍ ପାଇଁ ବହୁତ ଉତ୍ସାହିତ ଅଛନ୍ତି । ତେବେ ଅନ୍ୟ…

ଜିଲ୍ଲାପାଳମାନଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ, ସତର୍କ ରୁହ

ଭୁବନେଶ୍ୱର()   ଲଘୁଚାପ ଜନିତ ବର୍ଷା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ଜିଲ୍ଲାପାଳମାନଙ୍କୁ  ସତର୍କ କରାଇଛନ୍ତି । ଏନେଇ ଶ୍ରୀ ଜେନା ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ।  ପରିସ୍ଥିତି ଉପରେ ନଜର ରଖିବାକୁ ଶ୍ରୀ ଜେନା ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ…

ସଫଳ ପରିକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର() ଆଜି ୨୦୧୯ର ୟୁପିଏସସି ରେଜଲ୍ଟ ପ୍ରକାଶ ପାଇଛି । ଟପ ୧୦ ଲିଷ୍ଟରେ ଥିବା ଓଡ଼ିଶାର ୨ଜଣ ଓ ସଫଳ ପରିକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ସମସ୍ତ ସଫଳ ପରୀକ୍ଷାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ମଧ୍ୟ କରିଛନ୍ତି ନବୀନ । ଏହାସହ ଲୋକଙ୍କ ପାଇଁ…