Odia News Portal

ଆସନ୍ତାକାଲି ରାମମନ୍ଦିର ପ୍ରତିଷ୍ଠା ପାଇଁ ଭୂମିପୂଜନ

ଆସନ୍ତାକାଲି ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ପାଇଁ ଭୂମିପୂଜନ । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିିଛି । ଭୂମି ପୂଜନ ଆଗରୁ ସୁନ୍ଦର ଭାବେ ସଜେଇ ହୋଇଗଲାଣି ଅଯୋଧ୍ୟା ନଗରୀ । ପୁରା ସହର ହୋଇଯାଇଛି ରାମ ମୟ । ସୁନ୍ଦର ଆଲୋକମାଳା ସହ ଝଲସୁଛି ରାମଙ୍କ ନଗରୀ । ରାମମନ୍ଦିର ଭୂମିପୂଜନର…

Google ଲଞ୍ଚ କଲା ଶସ୍ତା ସ୍ମାର୍ଟଫୋନ Pixel 4a

Google ର ବହୁ ପ୍ରତିକ୍ଷୀତ ସ୍ମାର୍ଟଫୋନ Pixel 4a ଲଞ୍ଚ ହୋଇଛି। ଏହି ଫୋନକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଚାଲିଥିଲା। ଏହି ଫୋନରେ ପାଞ୍ଚ ହୋଲ୍‌ ଡିସପ୍ଲେ ସହିତ ଫିଙ୍ଗରପ୍ରିଣ୍ଟ ସେନସର ରହିଛି। ଏହାଛଡା ୧୨ ମେଗାପିକ୍ସେଲ ସିଙ୍ଗଲ କ୍ୟାମେରା ମଧ୍ୟ ରହିଛି। ଏହି ଫୋନର ୬ ଜିବି ରାମ ଏବଂ…

ଅଗଷ୍ଟରେ କରୋନା ସ୍ଥିତି ପିକ୍ ହୋଇ ସ୍ଥିର ରହିବ

ଭୁବନେଶ୍ୱର() ରାଜ୍ୟରେ କରୋନା ସ୍ଥିତି ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅଗଷ୍ଟରେ କରୋନା ସ୍ଥିତି ପିକ୍ ହୋଇ ସ୍ଥିର ରହିବ । ମାତ୍ର ନିର୍ଦ୍ଦିଷ୍ଟ ଆକଳନ ଲଗାଇବା ଅସମ୍ଭବ ବୋଲି ସେ କହିଛନ୍ତି । ଏହାସହ ମୃତ୍ୟୁ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ…

ତିନି ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର() ଉତ୍ତର ବଙ୍ଗୋପସାଗରରେ ଆଜି ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ତିନି ଦିନ ଧରି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହାସହ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେଣୁ ମତ୍ସ୍ୟଜୀବୀଙ୍କୁ…

ପୁଣି ଉଦ୍ଧାର ହେଲା ବିରଳ ପ୍ରଜାତିର କଇଁଛ

ସୋର : ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ବରପଦାରେ ବିରଳ କଇଁଛ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ପ୍ରଦୀପ କୁମାର ସାହୁ ନିଜ ଜମିରେ କାମ କରୁଥିବା ବେଳେ ହଳଦିଆ ରଙ୍ଗର ବିରଳ ପ୍ରଜାତିର କଇଁଛ ପାଇଥିଲେ। ପରେ ସେ ସ୍ଥାନୀୟ ସମିତି ସଭ୍ୟ ମନୋଜ କୁମାର ରାଉତଙ୍କୁ ଖବର ଦେବା ସହ ଔପଦା ବନବିଭାଗ…

ଚଳିତ ମାସରେ ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ୱର()  ଚଳିତ ମାସରେ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ ।  ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଖାତା ଦେଖା ଶେଷ ହୋଇଛି ।  ଟାବୁଲେସନ ଚାଲିଛି ।…

ପ୍ରଦୀପ ସିଂହ ଆଇଏଏସ ଟପ୍ପର

ଭୁବନେଶ୍ୱର()  ଆଜି ପ୍ରକାଶ ପାଇଛି ୟୁନିଅନ ପବ୍ଲିକ ସର୍ଭିସ ପରୀକ୍ଷା ଫଳ । ଏଥିରେ ପ୍ରଦୀପ ସିଂହ ଆଇଏଏସ ଟପ୍ପର ହୋଇଥିବା ଜଣାଯାଇଛି ।  ସେହିପରି ଯତୀନ କିଶୋର ଦ୍ୱିତୀୟ ଓ ପ୍ରତିଭା ବର୍ମା ତୃତୀୟ ସ୍ଥାନରେ ଅଛନ୍ତି ।  ମୋଟ ୮୨୯ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । …

ଆଜି ଆଉ ୧୩୮୪ ପଜିଟିଭ, ଖୋର୍ଦ୍ଧାରୁ ୨୦୧

ଭୁବନେଶ୍ୱର()ଆଜି ରାଜ୍ୟରେ ୨୮ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୧୩୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୮୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫୯୫ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭ ହଜାର ୬୮୧ କୁ ବୃଦ୍ଧି କରିଛି ।…

ଆଗାମୀ ପଞ୍ଚାୟତ ନିର୍ବାଚନ ଲାଗି କଂଗ୍ରେସର ରଣକୌଶଳ ପ୍ରସ୍ତୁତ

ଭୁବନେଶ୍ୱର () ଆଜି ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ଭିଡ଼ିଓ ବାର୍ତ୍ତାଳାପ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ସଭାରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ସହିତ ରଣକୌଶଳ ପ୍ରସ୍ତୁତ କରିଛି।ତୃଣମୂଳ ସ୍ତରରୁ ସଙ୍ଗଠନ କୁ ଶକ୍ତିଶାଳୀ କରିବା ସହିତ…

ଏସବିଆଇ ଏଟିଏମ୍‌ ଭାଙ୍ଗିଲେ ଦୁର୍ବୁତ୍ତ

ଭଦ୍ରକ  : ଭଦ୍ରକ ଜିଲ୍ଲା ବନ୍ତ ଥାନା ପଳସା ବଜାର ଠାରେ ଏଟିଏମ ଭଙ୍ଗାରୁଜା ସହ ଲୁଟ ଉଦ୍ୟମ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏଟିମ୍‌ ମେସିନର ଡିସପ୍ଲେ ଓ ବୋର୍ଡ ଭାଙ୍ଗି ଲୁଟ କରିବାକୁ ଉଦ୍ୟମ କରିଛନ୍ତ ଦୃବୁର୍ତ୍ତ । କିନ୍ତୁ ଟଙ୍କା ଚୋରି ହୋଇଛି କି ନାହିଁ ତାହା ଅସ୍ପଷ୍ଟ ରହିଛି ।  …