Odia News Portal

ଶ୍ରୀମନ୍ଦିରରେ ମହାଆଡମ୍ବର ସହକାରେ ପାଳନ ହେବ ଏହି ପବିତ୍ର ପର୍ବ

ପୁରୀ: ଆଜି ଭାଇ, ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ଭଉଣୀ ବାନ୍ଧି ଦିଏ ସ୍ନେହ ଓ ସୁରଷାର ଡୋରି। ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ମଧ୍ୟ ଅନୁଷ୍ଠିତ ହେଉଛି ରକ୍ଷା ବନ୍ଧନ ଉତ୍ସବ । ଭଉଣୀ ସୁଭଦ୍ରା ଆଜି ଭାଇ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାକ୍ଷୀ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଦ୍ୱିଜା ନକ୍ଷତ୍ର ଆଜି ଦିନଟିରେ ସହଜ ଓ ସୁବିଧାରେ କାମ ହାସଲ କରିବେ । ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିପାରନ୍ତି । ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାକୁ ପଡିପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଉନ୍ନତି କରିବେ । ବୃଷ…

ଏହି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ୧୦ ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଏନେଇ ପାଣିପାଗ ବିଭାଗ ତରଫରୁ ସୂଚନା ରହିଛି । ଏହି ଜିଲ୍ଲା ଗୁଡ଼ିକ ହେଲା – ମୟୂରଭଞ୍ଜ , କେନ୍ଦୁଝର , ଜଗତସିଂହପୁର,  ବୌଦ୍ଧ , କୋରାପୁଟ ,  ମାଲକାନଗିରି, ସମ୍ବଲପୁର , ଝାରସୁଗୁଡ଼ା , ଦେବଗଡ଼ ଓ ଢେଙ୍କାନାଳ । ଏହା ପ୍ରଭାବରେ …

ଆଜି ପୁଣି କଟକସହରରୁ ୫୫ ଜଣ କରୋନା ପଜିଟିଭ୍‌

କଟକ : କଟକ ସହରର ବିଭିନ୍ନ ଅଞ୍ଚଳରୁ ପୁଣି ୫୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ । ସେଥିମଧ୍ୟରୁ ୪୯ ଜଣ କ୍ୱାରେଣ୍ଟାଇନରୁ ହୋଇଥିଲା ବେଳେ ୬ଟି ଲୋକାଲ କେସ ରହିଛି ବୋଲି କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ୨…

ସୁସ୍ଥ ହୋଇ ଘରକୁ ଫେରିଲେ ଅମିତାଭ ବଚ୍ଚନ

ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। କୋଭିଡ୍ ୧୯ର ଚିକିତ୍ସା କରାଉଥିବା ଅମିତାଭ ବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି। ଗତ କିଛି ଦିନ ହେଲାଣି ଅମିତାଭ ଓ ଅଭିଷେକ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ…

ରାଜଧାନୀରେ ବଢୁଛି କରୋନା ସଂଖ୍ୟା, ଆଜି ଆଉ ୧୧୮ ପଜିଟିଭ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୧୧୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି କ୍ବାରେଣ୍ଟାଇନରୁ ୬୯ ଓ ଲୋକାରୁ ୪୯ କେସ ରହିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲୀ, ଓଲଡ଼ ଟାଉନ, ଡମଣା, ବରଗଡ଼, ଖଣ୍ଡଗିରି, ଶାସ୍ତ୍ରୀନଗର, ପଳାଶପାଲ୍ଲୀ, ଟଙ୍କପାଣି ରୋଡ଼…

ଦମ୍‌ଦାର ଭୂମିକାରେ ନଜର ଆସିବେ ଜାହ୍ନବୀ

ରିଲିଜ ହେଲା ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଗୁଞ୍ଜନ ସକ୍ସେନା: ଦ କାର୍ଗିଲ ଗର୍ଲ’ର ଟ୍ରେଲର । ଭାରତୀୟ ବାୟୁସେନାର ପାଇଲଟ ଗୁଞ୍ଜନ ସକ୍ସେନାଙ୍କ ଭୂମିକାରେ ଜାହ୍ନବୀଙ୍କ ଦମ୍ଦାର ଅଭିନୟ ଦେଖିବାକୁ ମିଳୁଛି । ନିଜର ସ୍ୱପ୍ନ ପୂରଣ ତଥା ବାପାଙ୍କୁ ଗର୍ବିତ କରିବା ଲାଗି…

ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ବର : ଲକଡାଉନ ସଟଡାଉନର ଭରପୁର ଫାଇଦା ଉଠାଉଛନ୍ତି ଲୁଟେରା। କରୋନା ମୁକାବିଲାରେ କୋଭିଡ  ଯୋଦ୍ଧା ବ୍ୟସ୍ତ ଥିବା ବେଳେ ଲୁଟେରାଙ୍କର ଜମୁଛି ଲୁଟତାରଜ୍। କିଛି ଦିନ ତଳେ  ଭିଜିଲାନ୍ସ ଡିଏସପିଙ୍କ ଘରୁ ଲୁଟେରାମାନେ ଲୁଟ କରି ଛୁମନ୍ତର ହୋଇଯାଇଥିଲେ। ଏହି ଘଟଣାର ସପ୍ତାହ ପରେ ସେହି…

ଚନ୍ଦ୍ରଯାନ -୨ : ନାସାର ନୂଆ ଫଟୋରୁ ବଢିଲା ଭାରତର ଆଶା, ଚନ୍ଦ୍ରପୃଷ୍ଠରେ ବିକ୍ରମର ସ୍ଥିତି ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୨ ମିଶନରେ ରୋଭର(ପ୍ରଜ୍ଞା)କୁ ନେଇ ଯାଇଥିବା ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ ବିଳଫ ରହିବାର ୧୦ ମାସ ପରେ ନାସାର ତାଜା ସୂଚନା ଏବେ ଇସ୍ରୋର ଆଶା ସୃଷ୍ଟି କରିଛି।  ଗତ ବର୍ଷ ନାସାର ଫଟୋ ବ୍ୟବହାର କରି ବିକ୍ରମର ଭଗ୍ନାବଶେଷ ଚିହ୍ନଟ କରିଥିବା ଚେନ୍ନାଇର ଯୁବ ବୈଜ୍ଞାନିକ…

ରାଜଧାନୀରେ ୪ କୁଇଣ୍ଟାଲରୁ ଅଧିକ ଓଜନର ଗଞ୍ଜେଇ ଜବତ

ଭୁବନେଶ୍ବର : ଗଞ୍ଜେଇ ଚୋରା ଚାଳଣର ମୁଖ୍ୟ ମାଧ୍ୟମ ପାଲଟିଛି ଟ୍ରେନ। ଦିନକୁ ଦିନ ଟ୍ରେନରେ ଗଞ୍ଜେଇର ଚୋରା ଚାଲଣ ହେଉଥିବାର ଖବର ଗଣମାଧ୍ୟମର ଶିରୋନାମା ପାଲଟୁଛି । ହେଲେ ଏଥିରେ ୪୦ ପ୍ରତିଶତ ଜବତ ହେବାରେ ସଫଳ ହେଉଥିବା ବେଳେ ବାକି ୬୦ ପ୍ରତିଶତ ଖସିପଳାଇବାରେ ସଫଳ ହେଉଛନ୍ତି। ଆଜି ମଧ୍ୟ…