ସୁରକ୍ଷା ବାହିନୀର ଏନ୍କାଉଣ୍ଟର୍ରେ ଜଣେ ଲସ୍କର ଆତଙ୍କୀ ସଫା
ମଙ୍ଗଳବାର ଦିନ ଜମ୍ମୁ କଶ୍ମୀରର ଜିନପଥର କେଲର ସୋପିଆନାର ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ବାରା ହୋଇଥିବା ଏନ୍କାଉଣ୍ଟ୍ରରେ ଲସ୍କର-ଏ-ତୈବାର ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି।
ସୂତ୍ର ଅନୁଯାୟୀ, ଜଣେ ନିହତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଲସ୍କର ଆତଙ୍କବାଦୀ ଫସି!-->!-->!-->…
