Odia News Portal

୩ ବର୍ଷରୁ ୬ ବର୍ଷର ସବୁ ପିଲାଙ୍କୁ ପ୍ରାକ ପ୍ରାଥମିକ ଶିକ୍ଷା

ନୂଆଦିଲ୍ଲୀ () ନୂଆ ଶିକ୍ଷା ନୀତିକୁ ମଂଜୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର କ୍ୟାବିନେଟ  । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାଁ ବଦଳି ଶିକ୍ଷା ମନ୍ତ୍ରଣାଳୟ କରାଯାଇଛି  । ପ୍ରାକ ପ୍ରାଥମିକ ଶିକ୍ଷା : ୨୦୨୫ ସୁଦ୍ଧା ୩ ବର୍ଷରୁ ୬ ବର୍ଷର ସବୁ ପିଲାଙ୍କୁ ପ୍ରାକ ପ୍ରାଥମିକ ଶିକ୍ଷା ମିଳିବ…

ଫ୍ଲିପ୍କାର୍ଟ ଗ୍ରୀଡ୍ ରୋବୋଟିକ୍ସ ଚ୍ୟାଲେଞ୍ଜରେ ସୋଆ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଭୁବନେଶ୍ୱର() କରୋନା ମହାମାରୀର ମୁକାବିଲା ପାଇଁ ସାରା ବିଶ୍ୱ ଯୁଦ୍ଧରେ ବ୍ୟସ୍ତ ଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ୫ ଜଣ ଛାତ୍ରଛାତ୍ରୀ ସାଉଁଟିଛନ୍ତି ସଫଳତା । ଫ୍ଲିପ୍କାର୍ଟ ଗ୍ରୀଡ୍ ୨.୦ ରୋବୋଟିକ୍ସ ଚ୍ୟାଲେଞ୍ଜରେ ଲେବଲ୍ ଟୁ ରେ ପହଂଚି ପାରିଛନ୍ତି ।…

କଟକରୁ ଆଉ ୫୬ କରୋନା ପଜିଟିଭ ଚିହ୍ନଟ

କଟକ() ଆଜି କଟକ ସହରରୁ ୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୨ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ସିଏମସି ପକ୍ଷରୁ ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ୮୩୩ଜଣ କରୋନା ଆକ୍ରାନ୍ତ…

ବର୍ତ୍ତମାନ ଶତ୍ରୁମାନଙ୍କୁ ଚିନ୍ତା କରିବାକୁ ପଡ଼ିବ

ନୂଆଦିଲ୍ଲୀ() ଅମ୍ବାଲା ଏୟାରବେସରେ ପହଞ୍ଚିଛି ଘାତକ ଯୁଦ୍ଧ ବିମାନ ରାଫେଲ । ୫ଟି ଯାକ ରାଫେଲ ବିମାନ ଏୟାରବେସରେ ଅବତରଣ କରିଛି । ୫ଟି ରାଫେଲ ମଧ୍ୟରେ ତିନୋଟି ଟ୍ରେନର ଓ ଦୁଇଟି ଲଢ଼ୁଆ ବିମାନ ରହିଛି । ରାଫେଲ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିକ୍ରିୟା ରଖିଛନ୍ତି । ସେ…

କ୍ବାରେଣ୍ଟାଇନ୍‌ରେ ବଡଚଣା ବିଧାୟକ

ଭୁବନେଶ୍ବର () କ୍ବାରେଣ୍ଟାଇନ୍‌ରେ ବଡଚଣା ବିଧାୟକ । ବିଜେଡି ବିଧାୟକ ଅମର ଶତପଥୀ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । ବିଧାୟକଙ୍କ ପିଏସଓ, ଡ୍ରାଇଭର ଓ ଦୁଇ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ବିଧାୟକ ଅମର ଶତପଥୀ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିଥିବା ନେଇ…

ହାପି ହଣ୍ଟିଂ, ହାପି ଲ୍ୟାଣ୍ଡିଂ ରାଫେଲ

ଅତ୍ୟାଧୁନିକ ଟେକ୍ନୋଲୋଜିରେ ପରିପୂର୍ଣ୍ଣ ଯୁଦ୍ଧ ବିମାନ ରାଫେଲ ଭାରତରେ ପହଁଞ୍ଚୁଛି। ୟୁଏଇରୁ ଉଡାଣ ଆରମ୍ଭ କରିବାର କିଛି ବିଳମ୍ବ ପରେ ୫ଟି ରାଫେଲ ବିମାନ ଭାରତୀୟ ବାୟୁସୀମା ଭିତରକୁ ପ୍ରବେଶ କରିଛି, ଯାହାପରେ କନଟ୍ରୋଲ ରୁମ ପକ୍ଷରୁ ରାଫେଲର ସ୍ବାଗତ କରାଯାଇଥିଲା। ୟୁଏଇରେ ଯେତେବେଳେ…

କେନ୍ଦ୍ର କ୍ୟାବିନେଟ ବୈଠକରେ ନୂଆ ଶିକ୍ଷା ନୀତିକୁ ମଞ୍ଜୁରି

ନୂଆଦିଲ୍ଲୀ() ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକ ଶେଷ ହୋଇଛି । ସେହି କେନ୍ଦ୍ର କ୍ୟାବିନେଟ ବୈଠକରେ ନୂଆ ଶିକ୍ଷା ନୀତିକୁ ମଞ୍ଜୁରି ମିଳିଛି । ଏହାସହ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ନାମରେ ପରିବର୍ତ୍ତନ କରାଯାଇଛି । ନୂଆ ନାମ ଶିକ୍ଷା…

ରାଜଧାନୀରେ ପ୍ରଥମ ଫଟୋ ସାମ୍ବାଦିକଙ୍କୁ କରୋନା

ଭୁବନେଶ୍ୱର : ଏକ ଦୈନିକ ଓଡ଼ିଆ ଖବର କାଗଜରେ କାର୍ଯ୍ୟ କରୁଥିବା ଭୁବନେଶ୍ୱର ଜଣେ ଫଟୋ ସାମ୍ବାଦିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କିଛି ଦିନ ଧରି ସେ ଅସୁସ୍ଥତା ଅନୁଭବ କରବାରୁ ନିଜର କରୋନା ପରୀକ୍ଷଣ କରିଥିଲେ। ଆଜି ତାଙ୍କର ରିପୋର୍ଟ ପଜିଟିଭ ଆସିଥିବାରୁ ଭୁବନେଶ୍ୱର ଫଟୋ…

ସୁଶାନ୍ତଙ୍କ ଆକାଉଣ୍ଟରୁ ୧୪ କୋଟି ଟଙ୍କା ଗାଏବ କରିଛନ୍ତି ରିୟା

ମୁମ୍ବାଇ() ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ସହିତ ଛଅ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିବା ମାମଲା ସାମ୍ନାକୁ ଆସିଛି। ଏହାରି ଆଧାରରେ ରାଜୀବ ନଗର ଥାନାରେ କେସ୍ ସଂଖ୍ୟା ୨୪୧/୨୦ ଅନୁଯାୟୀ ରୁଜୁ ଏଫଆଇଆରରେ ରିୟାଙ୍କ ଉପରେ ସୁଶାନ୍ତଙ୍କ ପ୍ରେମରେ ଫସାଇ ତାଙ୍କ ଅର୍ଥ କାଢିବା…

୩୧ ସ୍କୁଲରେ ସମସ୍ତେ ଫେଲ

ଭୁବନେଶ୍ୱର()  ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ  । ଚଳିତ ବର୍ଷ ୬୭୮ ବିଦ୍ୟାଳୟରେ ସମସ୍ତେ ପାଶ ହୋଇଥିବାବେଳେ ୩୧ ସ୍କୁଲରେ ସମସ୍ତେ ଫେଲ ହୋଇଛନ୍ତି  । ଚଳିତ ବର୍ଷ ୨୬୨୭୩୮ ଝିଅ ପରୀକ୍ଷା କରିଥିବାବେଳେ ୨୧୫୩୬୮ ଜଣ ପାଶ କରିଛନ୍ତି  । ସେହିପରି ୨୪୭୪୫୧ ଜଣ ପୁଅ ପରୀକ୍ଷା ଦେଇଥିବାବେଳେ…