Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ବନ୍ଧୁଙ୍କ ସହ ଆଲୋଚନାରେ ସହକର୍ମୀଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେବାର ଆଶଙ୍କା ମଧ୍ୟ ରହିଛି। କିନ୍ତୁ ଆତ୍ମୀୟ କିମ୍ବା ଅନ୍ତରଙ୍ଗ ବନ୍ଧୁଙ୍କ ସାହାଯ୍ୟର ହାତ ଆପଣଙ୍କ ନିକଟକୁ ଲମ୍ବି ଆସିପାରେ। ବୃଷ…

ଭୁଶୁଡ଼ି ପଡିଲା ୫ ମହଲା କୋଠା !

ମୁମ୍ୱାଇ :  ୫ ମହଲା କୋଠା ଭୁଶୁଡ଼ି ପଡ଼ିଲା । ସୋମବାର ଦିନ  ମହାରାଷ୍ଟ୍ରର  ରାୟଗଡ଼ ଜିଲ୍ଲା ସ୍ଥିତ ମହଡ ସହରରେ ଏହି ଘଟଣାଟି ଘଟିଛି । ସୂଚନା ମୁତାବକ, ଘଟଣାଟି ସୋମବାର ସନ୍ଧ୍ୟାରେ ଘଟିଥିବା ବେଳେ ଏହି ଭଙ୍ଗା କୋଠା ତଳେ ପାଖାପାଖି ୫୦ ଜଣ ଚାପି ହୋଇ ରହିଥିବାର କୁହାଯାଉଛି । ଉକ୍ତ…

ପୁଣି ମହାନତା ଦେଖାଇଲେ ସୋନୁ ସୁଦ୍‌

ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିବା ସୋନୁ ସୁଦ୍‌ ପୁଣିଥରେ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ସୋମବାର ଦିନ ସୋନୁ ଘୋଷଣା କରିଛନ୍ତି ଯେ ସେ ନୋଏଡ଼ାରେ ୨୦ ହଜାର ପ୍ରବାସୀ ଶ୍ରମିକଙ୍କ ରହଣି ବ୍ୟବସ୍ଥା କରିବେ। ଲକ୍‌ଡାଉନ୍‌ ବେଳେ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରେ ପହଞ୍ଚିବାରେ…

ମନୋହର ଲାଲ ଖଟ୍ଟରଙ୍କୁ କରୋନା

ଚଣ୍ଡୀଗଡ : ହରିୟାନାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ କରୋନା ହୋଇଥିବା ସେ ଟ୍ୱିଟ କରି ସୂଚନା ଦେଇଛନ୍ତି । ତାଙ୍କ ସମ୍ପର୍କରେ ଆସିଥିବା ଅଧିକାରୀ ଏବଂ ଅନ୍ୟ ନେତୃତ୍ୱ ମଣ୍ଡଳୀ ସେମାନଙ୍କୁ ସଙ୍ଗରୋଧରେ ରଖିବା ସହ ସେମାନଙ୍କର କରୋନା ପରୀକ୍ଷା କରିବା ପାଇଁ ସେ ଟ୍ୱିଟରେ ଅନୁରୋଧ…

ପୋଲିସ୍ ଓ ଜନସାଧାରଣ ମୁହାଁମୁହିଁ

କଟକ : କୋଭିଡ ରୋଗରେ ମରିଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରକୁ ନେଇ କଟକ ରେ ଉତ୍ତେଜନା । କାଳିଆବୁଦା ଶ୍ମଶାନରେ ଜଣେ ମୃତକଙ୍କ ଶେଷକୃତ୍ୟ ଚାଲିଥିବା ବେଳେ ସ୍ଥାନୀୟ ବାସିନ୍ଦା ଆସି ଏହାର ବିରୋଧ କରିଥିଲେ । ସେମାନେ କାହିଁକି କୋଭିଡ୍ ଗାଇଡ୍ ଲାଇନ୍ ମାନୁ ନାହାନ୍ତି ବୋଲି ପୋଲିସ୍‌କୁ…

ଭୁବନେଶ୍ବରରୁ ଆଜି ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ

ରାଜଧାନୀ ଭୁବନେଶ୍ବରରୁ ଆଜି ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ । ଏଥିରୁ କ୍ବାରେଣ୍ଟାଇନ କେସ ରହିଛି ୧୫୩ ଓ ଲୋକାଲ  କେସ ରହିଛି ୧୧୪। ଏହି ୧୫୩ କ୍ବାରେଣ୍ଟାଇନ କେସରୁ  ୧୫୨ ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିବାର ସୂଚନା ଦେଇଛି ବିଏମସି। ଆଜିର ଆକ୍ରାନ୍ତଙ୍କ ମିଶାଇ ଭୁବନେଶ୍ବରରେ…

କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ ଆବଶ୍ୟକ

ଭୁବନେଶ୍ୱର () ବର୍ଦ୍ଧିତ ଜନସଂଖ୍ୟାର ଖାଦ୍ୟ ଚାହିଦାକୁ ପୂରଣ କରିବା ଦିଗରେ କୃଷି କ୍ଷେତ୍ରରେ ନୂତନ ଚାଷ ପ୍ରଣାଳୀ ଓ ବୈଜ୍ଞାନିକ ଜ୍ଞାନକୌଶଳର ପ୍ରୟୋଗ ଆବଶ୍ୟକ । ସୀମିତ ଚାଷ ଜମିରୁ ଅଧିକ ଖାଦ୍ୟ ପଦାର୍ଥ ଉତ୍ପାଦନର ଜ୍ଞାନ କୌଶଳ ପ୍ରୟୋଗ ଏବଂ ଓଡ଼ିଶା ପରି ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ…

ଜଟଣୀ ବିଧାୟକଙ୍କ କୋଭିଡ ନିୟମ ଉଲ୍ଲଂଘନ

ଭୁବନେଶ୍ୱର()ଓଡ଼ିଶାରେ ପ୍ରତ୍ୟେକ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ପ୍ରଶାସନ ପକ୍ଷରୁ ଜନସାଧାରଣ ସଚେତନ ରହିବା ପାଇଁ ବାରମ୍ବାର ନିବେଦନ କରାଯାଉଛି । ରାଜ୍ୟ ସରକାର, ପୋଲିସ୍ ଓ ସ୍ୱାସ୍ଥ୍ୟ ବିଭାଗ ସମସ୍ତେ କୋଭିଡ ନିୟମ ପାଳନ ଓ ସାମାଜିକ ଦୂରତା ରକ୍ଷା କରିବା…

ଚକୋଲେଟ୍‌ରେ ଗଜାନନ

ଗଣେଶ ପୂଜା ଅବସରରେ ବେଶ୍‌ ଧୁମ୍‌ଧାମ୍‌ର ସହ ଘରକୁ ଆସିଛନ୍ତି ଗଣପତି। ଗଶେଶଙ୍କ ଆଗମନରେ ଲୋକମାନେ ଯେତିକି ଖୁସି ହୋଇଥାନ୍ତି ବିସର୍ଜନ କଥା ଆସିଲେ ସେତିକି ଦୁଃଖୀ ହୋଇଯାଆନ୍ତି। ଖୁବ୍‌ ଦୁଃଖର ସହ ଲୋକମାନେ ବପ୍ପାଙ୍କୁ ବିଦା କରିଥାନ୍ତି। ବିସର୍ଜନ ପରଦିନ ବିଭିନ୍ନ ସ୍ଥାନରେ ମୂର୍ତ୍ତିଗୁଡ଼ିକ…