Odia News Portal

ଚଳିତ ମାସ ଶେଷ ସପ୍ତାହରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର() ଚଳିତ ମାସର ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଦିନେ ଦୁଇଦିନ ଭିତରେ ତାରିଖ ଧାର୍ଯ୍ୟ କରାଯିବ  । ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋଡର଼୍ ସଭାପତି ରାମାଶିଷ ହାଜରା  । ଚଳିତ ବର୍ଷ ୧୯ ଫେବୃଆରୀରେ ମାଟ୍ରିକ ପରୀକ୍ଷା ଆରମ୍ଭ…

ଭୁଵନେଶ୍ବରରୁ ଆଉ ୧୧୧ କରୋନା ପଜିଟିଭ, ୪୯ ଲୋକାଲ କେସ

ଭୁବନେଶ୍ବର()  ଆଜି ଭୁଵନେଶ୍ବରରୁ ୧୧୧ ଜଣ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୬୨ ଜଣ ଓ ସ୍ଥାନୀୟ ଅଞ୍ଚରୁ ୪୯ ଜଣ ଚିହ୍ନଟ ହୋଇଛନ୍ତି । ଏହା ସହ ଭୁବନେଶ୍ୱରେ ଆଜି ଆଉ ୨୯ ଜଣ ସୁସ୍ଥ ହୋଇଛନ୍ତି । ତେବେ ରାଜଧାନୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨୮କୁ…

ବିଧାୟକ ସୁର ରାଉତରାୟଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର() କଂଗ୍ରେସ ଭବନରେ ଭୋଜିଭାତ କରିବା ମହଙ୍ଗା ପଡ଼ିଛି । ଭୋଜିଭାତ କରିବା ପ୍ରସଙ୍ଗରେ ଆଜି ବିଧାୟକ ସୁର ରାଉତରାୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କରୋନା ସତର୍କତା ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କଟକଣା ଓ କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ତାଙ୍କ ବିରୋଧରେ…

ଶୌଚାଳୟ ନିର୍ମାଣରେ ମହାଦୁର୍ନୀତି ପ୍ରସଙ୍ଗ : ଭିଜିଲାନ୍ସ ଓ ଜିଲ୍ଲାପାଳ ସ୍ତରରେ ତଦନ୍ତ ଦାବୀ କଲେ ସିଦ୍ଧାର୍ଥ

ଖଣ୍ଡପଡା() ଗାଁ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ ସ୍ୱଚ୍ଛ ଭାରତ ମିଶନ ଜରିଆରେ ପ୍ରତିଘରେ ଶୌଚାଳୟ ନିର୍ମାଣ ପାଇଁ ଯୋଜନା କରାଯାଇଛି ।ପାଇଖା ତିଆରି ନିମନ୍ତେ ପ୍ରତି ହିତାଧିକାରୀଙ୍କୁ ବାର ହଜାର ଟଙ୍କା ଲେଖାଏଁ ଅନୁଦାନ ଦେବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ତେବେ କେତେକ…

ଏହି ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ବର : ଚଳିତ ଜୁଲାଇ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ପରୀକ୍ଷା ଫଳ। ଦୀର୍ଘ ସମୟ ଅପେକ୍ଷା ପରେ ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବାକୁ ଯାଉଛି ରେଜଲ୍ଟ। ଦିନେ ଦୁଇ ଦିନ ମଧ୍ୟରେ ନିର୍ଦ୍ଧିଷ୍ଟ ତାରିଖ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।…

ଏହି ମୁଖ୍ୟମନ୍ତ୍ରୀଙ୍କୁ କରୋନା

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବାବଦରେ ନିଜେ ଶିବରାଜ ହିଁ ଟ୍ୱିଟ କରି ସୂଚନା ଦେଇଛନ୍ତି । ତାଙ୍କ ଠାରେ କରୋନା ଲକ୍ଷଣ ଦେଖାଦେଇଥିବା ବେଳେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାସହ ବିଗତ କିଛି ଦିନ ଭିତରେ ତାଙ୍କ ସଂପର୍ଶରେ…

ଉପଜିଲ୍ଲାପାଳଙ୍କ କୋଭିଡ କେୟାର ହୋମ ପରିଦର୍ଶନ

ଛତ୍ରପୁର : ଆଜି ଗଞ୍ଜାମ ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି କୋଦଳା ଏନଏସି କଲ୍ୟାଣ ମଣ୍ଡପ ପରିସରରେ ଥିବା କୋଭିଡ କେୟାର ହୋମ ପରିଦର୍ଶନ କରିଛନ୍ତି । ସକାଳ ୧୧ଘଣ୍ଟା ସମୟରେ କୋଭିଡ କେୟାର ହୋମରେ ପହଞ୍ଚି ଇନ୍ସିଡେଣ୍ଟ କମାଣ୍ଡର ଯଥା ଏନଏସି କୋଭିଡ ନୋଡାଲ ଅଫିସର ତହସିଲଦାର ପ୍ରଭାତ କୁମାର…

ଶ୍ରାଦ୍ଧରେ କଳ୍ପତରୁଙ୍କୁ ଶ୍ରଦ୍ଧାଞ୍ଜଳି

ଧର୍ମଶାଳା() ବିଷିଷ୍ଟ ଜନନାୟକ ପୂର୍ବତନ ମନ୍ତ୍ରୀ ତଥା ଧର୍ମଶାଳାର ପୂର୍ବତନ ବିଧାୟକ ସାଂସଦ ସ୍ୱର୍ଗତ କଳ୍ପତରୁ ଦାସଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ବିଭିନ୍ନ ସ୍ଥାନରେ ପାଳିତ ହୋଇଛି । କରୋନା କଟକଣା ମଧ୍ୟରେ ଏହି ଉତ୍ସବ ଚିରାଡମ୍ବର ଭାବରେ ପାଳନ କରାଯାଇଥିଲା । ଏହି ଅବସରରେ…

ଭୟ କର ନାହିଁ, ମୁ ତୁମ ପାଖରେ ଅଛି

ସୁନ୍ଦରଗଡ଼()  କରୋନା ମହାମାରୀ ଯୋଗୁ ପୁରା ବିଶ୍ବ ଏବେ ଚିନ୍ତାରେ । ଦେଶ ରାଜ୍ୟ ମାନଙ୍କରେ ଲକଡାଉନ ଆଉ ସଟଡାଉନ ଚାଲିଛି । ଏଭଳି ସ୍ଥିତିରେ ସୁନ୍ଦରଗଡ଼ରେ ଯୋଗ ଦେଇଥିବା ଆଇପିଏସ୍ ଅଫିସର ସାଗରିକା ନାଥ ଲୋକଙ୍କ ଅସୁବିଧାକୁ କମ କରିବା ଲାଗି ଏକ ଭିନ୍ନ ଉପାୟ ଆଣିଛନ୍ତି । ସେ କହିଛନ୍ତି…

କରୋନାରେ ଆକ୍ରାନ୍ତ ହେଲେ ମୁଖ୍ୟମନ୍ତ୍ରୀ

ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଦେଶ ଓ ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଖ୍ୟା ବଢିବାରେ ଲାଗିଛି ।ଏହାରି ମଧ୍ୟରେ କରୋନାରେ ଆକ୍ରାନ୍ତ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ସେ ଟ୍ୱିଟ ଯୋଗେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ମୋର…