Odia News Portal

ବଗଲା ଧର୍ମଶାଳା ଜମି ବିକ୍ରୀ ହୋଇଥିବା ପ୍ରତିବାଦରେ ବିଜେପିର ଧରଣା

ପୁରୀ : ପୁରୀ ବଡ଼ଦାଣ୍ତରେ ଥିବା ବଗଲା ଧର୍ମଶାଳା ଜମି ୬ ଜଣ ବିସ୍ଥାପିତଙ୍କୁ ପ୍ରଶାସନ ବିକ୍ରୀ କରିବା ପ୍ରତିବାଦ ରେ ପୁରୀ ବିଜେପି ପକ୍ଷରୁ ଧରଣା ଦିଆଯାଇଛି ତୁରନ୍ତ ଜିଲା ପ୍ରଶାସନ ଏହି ନିଷ୍ପତ୍ତିରୁ ଓହରୀ ବଗଲା ଧର୍ମଶାଳାକୁ ଭକ୍ତଙ୍କ ଥଇଥାନ ଉଦେଶ୍ୟ ରେ ପ୍ରକଳ୍ପ କାର୍ଯ୍ୟ କରିବାକୁ…

ଆଇଏଏସ ସଞ୍ଜିତା ମହାପାତ୍ରଙ୍କୁ ଏଫଏଫସି ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୦ମ ସ୍ଥାନ ଅଧିକାର କରିଥିବା ଓଡ଼ିଶାର ଗୌରବ ସଞ୍ଜିତା ମହାପାତ୍ରଙ୍କୁ ‘ଫନ୍ ଆଣ୍ଡ ଫିଟ୍‌ନେସ କ୍ଲବ’ ଭୁବନେଶ୍ୱର ପକ୍ଷରୁ ଆଇଆରସି ଭିଲେଜର ଏନ-୩ ପାର୍କ ଠାରେ ଏକ ନିରାଡମ୍ବର ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି ।…

ଭୁବନେଶ୍ୱରରୁ ଆଉ ୩୨୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ଆଜି ଭୁବନେଶ୍ୱରରୁ ୩୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୭୩ ଓ ସ୍ଥାନୀୟ ଅଞ୍ଚଳରୁ ୧୫୧ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୬୭୨୦ କରୋନା…

ବିଧାୟକ ସଞ୍ଜିବ ମଲ୍ଲିକଙ୍କୁ କରୋନା

ଭଦ୍ରକ()  ସାରା ରାଜ୍ୟରେ ଏବେ କରୋନାର ପ୍ରକୋପ ବଢି ବଢି ଚାଲିଛି । ସାଧାରଣ ଜନତାଙ୍କ ସମେତ ବହୁ ନେତା, ମନ୍ତ୍ରୀମାନେ ବି ଏହାର କବଜାକୁ ଆସିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ କରୋନାରେ ସଂକ୍ରମିତ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ସଂସ୍ପର୍ଶରେ…

ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ୍

ଫୁଲବାଣୀ : ଭିଜିଲାନ୍ସ ହାତରେ ଧରା ପଡିଲେ କନ୍ଧମାଳ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ୍ । ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଟିକାବାଲିର ପ୍ରମୋଦ କୁମାର ପାଣିଗ୍ରାହୀ ଫୁଲବାଣୀ ସ୍ଥିତ ଜିଲ୍ଲା ମତ୍ସ୍ଯ କାର୍ଯ୍ୟାଳୟରେ ସହକାରୀ ମତ୍ସ୍ଯ…

ଅଙ୍କିତା ଲୋଖଣ୍ଡେଙ୍କ ଏହି ପୋଷ୍ଟକୁ ନେଇ ଜୋର ଧରିଛି ଚର୍ଚ୍ଚା

ଗୁରୁବାର ସନ୍ଧ୍ୟାରେ ସିବିଆଇ ଟିମ ମୁମ୍ବାଇରେ ପହଂଚି ସୁଶାନ୍ତ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଗଲା କିଛି ଦିନ ହେବ ସୁଶାନ୍ତଙ୍କ ପ୍ରଶଂସଙ୍କ ମାନେ ତାଙ୍କ ମାମଲାର ସିବିଆଇ ତଦନ୍ତ ନେଇ ଦାବି କରି ଆସୁଛନ୍ତି । ଆଶା କରାଯାଉଛିକି ତାଙ୍କ ମୃତ୍ୟୁ ସହ ଜଡିତ…

ଭାରତ ଛାଡିପାରେ Harley Davidson ବାଇକ୍‌ କମ୍ପାନୀ

ହାଇ-ଏଣ୍ଡ୍ କ୍ରୁଜର ବାଇକ୍ ନିର୍ମାତା ହାର୍ଲେ ଡେଭିଡ୍ସନ୍ ଭାରତ ବଜାରରେ ୧୦ ବର୍ଷ କାରବାର କରିବା ପରେ ଏବେ କାରବାରକୁ ବନ୍ଦ କରିଦେଇପାରେ। ବିକ୍ରି ଦୁର୍ବଳ ରହିଥିବାବେଳେ ଆଗକୁ ବଜାରରେ ସୁଧାର ଆଶା କମ୍‌ ଥିବାରୁ କମ୍ପାନି ଏହା ଉପରେ ବିଚାର କରୁଥିବା ଏକ ରିପୋର୍ଟରୁ ଜଣାଯାଇଛି। ହରିୟାଣାର…

ତୁଳସୀ ପତ୍ରର ମାନବୃଦ୍ଧି ଏବଂ ଜୈବିକ ଚାଷ ନେଇ ସୋଆରେ ଗବେଷଣା

ଭୁବନେଶ୍ୱର() ଠାକୁର ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ବ୍ୟବହାର ହେଉଥିବା ପବିତ୍ର ତୁଳସୀ ପତ୍ର ମନୁଷ୍ୟ ଜାତିର ଜୀବନ ରକ୍ଷାକାରୀ ମଧ୍ୟ ହୋଇପାରେ । ସାରା ବିଶ୍ୱକୁ କବଳିତ କରିଥିବା କରୋନା ମହାମାରୀର ମୁକାବିଲା ପାଇଁ ସହାୟକ ହୋଇପାରେ ତୁଳସୀ । ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ…

ବର୍ଷା ବିତ୍ପାତରେ ରାଜ୍ୟରେ ୫ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର() ରାଜ୍ୟରେ ଲଘୁଚାପ ପ୍ରଭାବରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷା ପାଇଁ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିଛି । ଏହି ବର୍ଷା ବିତ୍ପାତରେ ରାଜ୍ୟରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ଏସଆରସି ପ୍ରଦୀପ ଜେନା । ମୃତକଙ୍କ ମଧ୍ୟରେ…

ଟେଷ୍ଟିଂରେ ୨ୟ ସ୍ଥାନରେ ଓଡିଶା

ନୂଆଦିଲ୍ଲୀ() ସାରା ଦେଶରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଅଧିକ ଟେଷ୍ଟିଂ ଦ୍ୱାରା ହିଁ ଏହି ମହାମାରୀର ମୁକାବିଲା କରାଯାଇପାରିବ । ଏନେଇ ସାରା ଦେଶରେ ଟେଷ୍ଟିଂ ଜୋରାଦାର ଚାଲିଛି । ତେବେ ଦେଶରେ ଦୈନିକ କରୋନା…