ଲକ୍ଷ୍ୟ ଫାଉଣ୍ଡେସନ୍ ତରଫରୁ କୋଭିଡ଼ ଯୋଦ୍ଧଙ୍କୁ ସମ୍ମାନ
ଭୁବନେଶ୍ୱର : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଲକ୍ଷ୍ୟ ଫାଉଣ୍ଡେସନ୍ ତରଫରୁ କୋଭିଡ଼ ଯୋଦ୍ଧଙ୍କୁ ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଭୁବନେଶ୍ୱରର ୟୂନିଟ-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ୪୦ଜଣ କରୋନା ଯୋଦ୍ଧା (ସାମ୍ବାଦିକ)ଙ୍କୁ ସମ୍ମାନିତ କରାଯାଇଛି।
ଏହି ଅବସରରେ ମୁଖ୍ୟ…
