କରୋନାରେ ଖସିଥିବା ନେତା ବନ୍ୟାରେ ଫସିଗଲେ
ଭୁବନେଶ୍ୱର : କରୋନା ସଂକ୍ରମଣ ଭୟରେ ଘରୁ ବାହାରୁ ନଥିଲେ । ଟେଲିଫୋନରେ ଅନେକ କାମ ଚଳାଇ ଦେଉଥିଲେ । ହେଲେ ଏବେ ବନ୍ୟା ସେମାନଙ୍କ ନିଦ ହଜାଇ ଦେଇଛି । ଏବେ ଘରୁ ନବାହାରିଲେ ଲୋକେ ଛାଡିବେନି । ତେଣୁ କିଭଳି
ପରିସ୍ଥିତିର ମୁକାବିଲା କରିବେ ସେହି ଚିନ୍ତାରେ ଏବେ ବନ୍ୟାଞ୍ଚଳ ନେତାଙ୍କ ମୁଣ୍ଡ…
