ଉଗ୍ର ରୂପ ନେଲା ମନୋଜ ମିଶ୍ର-ବବି ଇସଲାମ କଳି; ଡିସିପି ଅଫିସ ଆଗରେ ହାଇଡ୍ରାମା
ଉଗ୍ର ରୂପ ନେଲା ଅଭିନେତା ମନୋଜ ମିଶ୍ର ଓ ବବି ଇସଲାମ କଳି ଘଟଣା। ଉଭୟଙ୍କ ମଧ୍ୟରେ କିଛି ଦିନ ହେବ ଆରମ୍ଭ ହୋଇଥିବା କଥା କଟାକଟି ଆଜି ବିଚ୍ ରାସ୍ତାରେ ପହଞ୍ଚିଛି। ଆଜି ଭୁବନେଶ୍ୱର ଡିସିପି ଅଫିସ ନିକଟରେ ଉଭୟ ପହଞ୍ଚିଥିବା ବେଳେ ଦେଖିବାକୁ ମିଳିଲା ହାଇଡ୍ରାମା। !-->…
